Below header
Browsing Tag

child sacrifice

କାହିଁକି ଅତି ଅମାନୁଷିକ ଭାବରେ ନାବାଳକକୁ ହତ୍ୟା କରାଗଲା ? ଏଯାଏ ଜଣା ପଡିନି ମର୍ଡର ମୋଟିଭ୍‌

ଅନୁଗୁଳ(କେନ୍ୟୁଜ୍): ଅନୁଗୋଳ ଆଠମଲ୍ଲିକରେ ନାବାଳକକୁ ହତ୍ୟା ଘଟଣାରେ ଗିରଫ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ମଙ୍ଗଳା କୋଠିର ମହିଳା ସାଧିକାଙ୍କ ସମେତ ୩ ପୁଅ ଗିରଫ ହୋଇଛନ୍ତି । ସେମାନେ ପୋଲିସ ଆଗରେ ବହୁ କଥା ସ୍ୱୀକାର କରିଛନ୍ତି । ତେବେ ଏଯାଏ ଜଣା ପଡିନି ମର୍ଡର…

ନାବାଳକକୁ ବଳି ପାଇଁ ହତ୍ୟା ଘଟଣା: ପୂଜାରିଣୀ ରିତାଞ୍ଜଳି ଓ ତିନି ପୁଅଙ୍କୁ ଗିରଫ କଲା ପୋଲିସ

ଅନୁଗୁଳ (କେନ୍ୟୁଜ): ନାବାଳକକୁ ବଳି ପାଇଁ ହତ୍ୟା ଘଟଣା । ଘଟଣାରେ ଜଣେ ନାବାଳକ ସହ ଚାରି ଗିରଫ । ମଙ୍ଗଳା କୋଠି ପୂଜାରିଣୀ ରିତାଞ୍ଜଳି ବାଘ ଓ ତାର ତିନି ପୁଅ ଗିରଫ କଲା ପୋଲିସ। ହତ୍ୟାକାଣ୍ଡର କାରଣ ଏବେ ବି ଅସ୍ପଷ୍ଟ ରହିଛି। ଶବ ବ୍ଯବଚ୍ଛେଦ ରିପୋର୍ଟ ଓ ସାଇଣ୍ଟିଫିକ ଏଭିଡ଼େନ୍ସ ମିଳିବା ପରେ…