Below header
Browsing Tag

china coronavirus

ଚୀନ୍‌ ପରେ ଇଟାଲୀରେ କରୋନା ନେଉଛି ମୁଣ୍ଡ : ମୃତ୍ୟୁ ସଂଖ୍ୟା ୬୩୧, ଦେଶରେ ଲକ୍‌ଡାଉନ୍‌ ସମେତ ଫିଲ୍ମ, ପବ୍‌ ସହ…

ଚୀନ୍‌ରୁ ବ୍ୟାପିବା ଆରମ୍ଭ କରିଥିବା କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଏବେ ସାରା ବିଶ୍ୱରେ କାୟା ବିସ୍ତାର କରିଲାଣି। କରୋନା ଯୋଗୁ ଇଟାଲୀରେ ଏବେ ପରିସ୍ଥିତି ଉଦ୍‌ବେଗଜନକ ରହିଛି। ବର୍ତ୍ତମାନ ଇଟାଲୀରେ କରୋନା ପୀଡ଼ିତଙ୍କ ସଂଖ୍ୟା ୧୦ ହଜାରରେ ପହଞ୍ଚିଥିବା ବେଳେ ମୃତକଙ୍କ ସଂଖ୍ୟା ବଢ଼ି ୬୩୧ରେ…

କାୟା ମେଲାଉଛି ଘାତକ କରୋନା ଭାଇରସ୍‌, ୪ ହଜାର ଟପିଲା ମୃତ୍ୟୁସଂଖ୍ୟା

ଚୀନ୍‌: କାୟା ମେଲାଉଛି କରୋନା ଭାଇରସ୍‌। ଘାତକ କରୋନାରେ ମୃତ୍ୟୁସଂଖ୍ୟା ୪ ହଜାରରୁ ଉର୍ଦ୍ଧ୍ୱ ହୋଇଛି। ଚୀନ୍‌ରେ ମୋଟ ୮୦ହଜାର ୭୫୪ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩ହଜାର ୧୩୬ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ହସ୍‌ପିଟାଲରୁ ମୋଟ ୫୯ହଜାର ୮୯୭ଜଣ ଡିସ୍‌ଚାର୍ଜ ହୋଇଛନ୍ତି।…

ଚୀନରେ କରୋନା ସଂକ୍ରମିତ ୮୭ ବର୍ଷୀୟ ବୃଦ୍ଧଙ୍କୁ ବାହାରକୁ ଆଣି ସୂର୍ଯ୍ୟାସ୍ତ ଦେଖାଇଲେ ହସ୍ପିଟାଲ ଡାକ୍ତର, ଫଟୋ ଭାଇରାଲ

ଚୀନର ବୁହାନ ସହରରେ ଥିବା ୟୁନି ହସ୍ପିଟାଲରୁ ଶନିବାର ଏକ ହୃଦୟସ୍ପର୍ଶୀ ଫଟୋ ସାମ୍ନାକୁ ଆସିଛି। ଫଟୋରେ ଜଣେ ଡାକ୍ତର ୮୭ ବର୍ଷୀୟ ଜଣେ କରୋନା ସଂକ୍ରମିତ ରୋଗୀଙ୍କୁ ହସ୍ପିଟାଲ ବାହାରକୁ ଆଣି ସୂଯ୍ୟର୍ାସ୍ତ ଦେଖାଉଥିବା ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ ଫଟୋଟି ଖୁବ୍‌ ଭାଇରାଲ ହେଉଛି।…