କାୟା ମେଲାଉଛି ଘାତକ କରୋନା ଭାଇରସ୍‌, ୪ ହଜାର ଟପିଲା ମୃତ୍ୟୁସଂଖ୍ୟା

ଚୀନ୍‌: କାୟା ମେଲାଉଛି କରୋନା ଭାଇରସ୍‌। ଘାତକ କରୋନାରେ ମୃତ୍ୟୁସଂଖ୍ୟା ୪ ହଜାରରୁ ଉର୍ଦ୍ଧ୍ୱ ହୋଇଛି। ଚୀନ୍‌ରେ ମୋଟ ୮୦ହଜାର ୭୫୪ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩ହଜାର ୧୩୬ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ହସ୍‌ପିଟାଲରୁ ମୋଟ ୫୯ହଜାର ୮୯୭ଜଣ ଡିସ୍‌ଚାର୍ଜ ହୋଇଛନ୍ତି। ସେପଟେ ଉହାନର ଏକ ହସ୍‌ପିଟାଲରୁ ଜଣେ ରୋଗୀ ମେଡିକାଲରୁ ଡିସ୍‌ଚାର୍ଜ ହେବା ପରେ ନର୍ସମାନେ ଖୁସି ମନାଇଛନ୍ତି। ଦିନକୁ ଦିନ କରୋନା ଭାଇରସ୍‌ ଅନେକଙ୍କ ଜୀବନ ନେଉଥିବାବେଳେ ନାଚି, ଗୀତ ଗାଇ ଖୁସି ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.