ଭାରତରେ ମାଡ଼ି ଚାଲିଛି କରୋନାର ‘XBB’ ସବ୍-ଭ୍ୟାରିଏଣ୍ଟ; ଏ ସମ୍ପର୍କିତ ଜରୁରୀ ତଥ୍ୟ ପ୍ରକାଶ କଲା…
କରୋନା ମହାମାରୀର ପ୍ରକୋପ ବିଶ୍ୱର ଅନେକ ଦେଶରେ ଦ୍ରୁତ ଗତିରେ ବୃଦ୍ଧି ପାଇଛି। ଭାରତ ସରକାର ମଧ୍ୟ କରୋନା ସଂକ୍ରମଣରେ ସମ୍ଭାବିତ ବୃଦ୍ଧିକୁ ନଜରରେ ରଖି କେତେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ସାରିଛନ୍ତି। ବର୍ତ୍ତମାନ ସରକାର ଦେଶରେ ଚିହ୍ନଟ ହୋଇଥିବା ନୂଆ କୋଭିଡ୍ ଭ୍ୟାରିଏଣ୍ଟ ବିଷୟରେ…