Browsing Tag

china lockdown

ଚୀନରେ ବଢିଲାଣି କରୋନା : ପୁଣି ଆରମ୍ଭ ହେଲା ଲକଡାଉନ, ଘରେ ବନ୍ଦୀ ୨ କୋଟିରୁ ଊର୍ଦ୍ଧ୍ୱ ଲୋକ

ଚୀନର କେତେକ ସହରରେ ପୁଣି କରୋନା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ଆଉ ଏହି କାରଣ ଯୋଗୁଁ ପୁଣିଥରେ ଆରମ୍ଭ ହୋଇଛି ଲକଡାଉନ। ପ୍ରତିଦିନ ହଜାର ହଜାର ମାମଲାରେ କରୋନା ମାମଲା ଦେଖିବାକୁ ମିଳିଛି। ଏହା ଦେଖି ଚେଙ୍ଗଦୁ ସହରରେ ଦୁଇ କୋଟିରୁ ଉର୍ଦ୍ଧ୍ୱ ଲୋକ ଘରେ ବନ୍ଦୀ ହୋଇ ରହିଛନ୍ତି। ଚୀନ…

ଚୀନ୍‌ରେ ବେକାବୁ ହେଲାଣି କରୋନା! ସାଂଘାଇ ଲକ୍‌ଡାଉନ୍‌ରେ ଫସିଛନ୍ତି ଭାରତୀୟ ଅଧିକାରୀ, ଗାଇଡ୍‌ଲାଇନ୍‌ ଜାରି କଲା ଭାରତ

ନୂଆଦିଲ୍ଲୀ: ଚୀନ୍‌ରେ ଏବେ ବି ବେକାବୁ ରହିଛି କରୋନା। କଡ଼ା ପ୍ରତିବନ୍ଧକ ପରେ ବି ଚୀନ୍‌ରେ କରୋନା ସଂକ୍ରମଣ ବଢ଼ି ବଢ଼ି ଚାଲିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ହଜାରରୁ ଅଧିକ ମାମଲା ସାମ୍ନାକୁ ଆସିଛି। ଚୀନ୍‌ର ଆର୍ଥିକ ରାଜଧାନୀ ସାଂଘାଇରେ କରୋନା ସ୍ଥିତି ଚିନ୍ତାଜନକ ରହିଛି। ଏଠାରେ…

ଚୀନ୍‌ରେ ସବୁ ରେକର୍ଡ ଭାଙ୍ଗିଲା କରୋନା, ୫ କୋଟି ଲୋକ ଘରେ ବନ୍ଦୀ

ଯେଉଁ ଚୀନ୍‌ରେ କରୋନା ଭାଇରସ୍‌ ସୃଷ୍ଟି ହୋଇଥିବା କୁହାଯାଏ, ଏବେ ପୁଣିଥରେ ସେଠାରେ ସଂକ୍ରମଣ ବଢ଼ି ସ୍ଥିତି ବେହାଲ ହୋଇଛି। ଚୀନ୍‌ରେ କରୋନାର ସବୁ ରେକର୍ଡ ଭାଙ୍ଗିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ଚୀନ୍‌ରେ ୫୦୦୦ରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି। ମହାମାରୀ ଆରମ୍ଭ ହେବା ଦିନଠାରୁ କେବେ…

ଭାଇରାଲ ହେଲା ଚୀନ ଲକଡାଉନ୍‌ର ଚିତ୍ର: ସର୍ଭିଲାନ୍ସ ପାଇଁ ଯାଉଛନ୍ତି ଶହଶହ ସ୍ୱାସ୍ଥ୍ୟକର୍ମୀ, ଜୀବନ ବିକଳରେ ଖସି…

ଚୀନ୍ : ଚୀନ୍ ଲକଡାଉନ୍‌ ବେଳେ କିଛି ଲୋକ କିଭଳି ବାହାରକୁ ଯିବାକୁ ଉଦ୍ୟମ କରୁଛନ୍ତି । ଏହାର ଏକ ଭିଡ଼ିଓ ଭାଇରାଲ ହେବାରେ ଲାଗିଛି । ପ୍ରାଣ ବିକଳରେ ଖସିବାକୁ ଉଦ୍ୟମ କରୁଛନ୍ତି ଲୋକେ । ତାଲାବନ୍ଦୀ ବେଳେ କିଛି ଲୋକ ଜୀବନ ବିକଳରେ ବାହାରକୁ ଯିବାକୁ ଉଦ୍ୟମର ଭିଡ଼ିଓ ଭାଇରାଲ ହୋଇଛି । ଏପଟେ ଚୀନ…

ଚୀନର ଉତ୍ତର ଜିଆନରେ ବ୍ୟାପିଲା କରୋନା, ୧.୩ କୋଟି ଜନସଂଖ୍ୟା ସହରରେ ଲାଗିଲା ସବୁଠୁ ବଡ଼ ଲକ୍ଡାଉନ

ଚୀନରେ ପୁଣି ଥରେ ବ୍ୟାପିଛି ସଂକ୍ରମଣ। ଯେଉଁଠୁ ପ୍ରଥମେ ଉତ୍ପନ୍ନ ହୋଇଥିବା କରୋନା ଭାଇରସ୍‌ ସମଗ୍ର ବିଶ୍ୱରେ ଧ୍ୱଂସର ଲୀଳା ରଚିଥିଲା, ବର୍ତ୍ତମାନ ସେଠି ପୁଣିଥରେ ସଂକ୍ରମଣ ମୁଣ୍ଡ ଟେକିଛି। କରୋନାର ନୂଆ ଲହରକୁ ରୋକିବା ପାଇଁ ଚୀନ ୧.୩ କୋଟି ଜନସଂଖ୍ୟା ବିଶିଷ୍ଟ ଉତ୍ତର ଜିଆନ୍ ସହରରେ…