Browsing Tag

Chinese app ban

ଭାରତରୁ ସ୍ଥାୟୀ ଭାବେ ହଟିଲା ୫୭ଟି ଚାଇନିଜ୍‌ ଆପ୍‌

ନୂଆଦିଲ୍ଲୀ(କେ ନ୍ୟୁଜ): ଭାରତରୁ ସ୍ଥାୟୀ ଭାବେ ହଟିଲା ୫୭ଟି ଚାଇନିଜ୍‌ ଆପ୍‌ । ଗତବର୍ଷ ଗଲଓ୍ଵାନ ସଂଘର୍ଷ ପରେ ଟିକଟକ୍‌, ଓ୍ଵିଚାଟ୍‌ ସମେତ ୫୭ଟି ଚାଇନିଜ୍‌ ଆପ୍‌ ଉପରେ ଜୁନ୍‌ ୨୯ରେ ବ୍ୟାନ୍‌ ଲଗାଇଥିଲେ ଭାରତ ସରକାର । ଭାରତର ସାର୍ବଭୌମତା ଓ ସୁରକ୍ଷା ପ୍ରତି ବିପଦ ଦର୍ଶାଇ ବ୍ୟାନ…

ପୁଣିଥରେ ୧୫ ଚାଇନିଜ୍‌ ଆପ୍‌ ବ୍ୟାନ୍‌ କଲେ ଭାରତ ସରକାର, ପ୍ଲୋ-ଷ୍ଟୋରରୁ ବି ଗାଏବ

ଭାରତ ସରକାର ଚୀନ୍‌ ଉପରେ ଡିଜିଟାଲ ଷ୍ଟ୍ରାଇକ୍‌ କରିବା ଅବସରରେ ଏକାଥରେ ୫୯ଟି ଆପ୍‌ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ଏହା ପରେ ଅନ୍ୟ ଏକ ନିର୍ଦ୍ଦେଶନାମା ଜାରି କରି ଗତ ମାସରେ ଆଉ ୪୭ଟି ଆପ୍‌କୁ ବ୍ୟାନ୍‌ କରିଥିଲେ। ଏବେ ଲଗାତାର ତୃତୀୟ ଥର ପାଇଁ ଭାରତ ଚୀନ୍‌ ଉପରେ ହଲ୍ଲା ବୋଲ୍‌ କରିଛନ୍ତି।…

ଚାଇନାକୁ ଆଉଗୋଟେ ଚାପୁଡା, ୫୯ଟି ଆପ୍ ବ୍ୟାନ ପରେ ଏବେ ଆଉ ୪୭ଟି ଆପକୁ ବ୍ୟାନ କଲେ ଭାରତ ସରକାର

କେନ୍ୟୁଜ୍(ବ୍ୟୁରୋ):  ଚୀନକୁ ପୁଣି ଶକ୍ତ ଚାପୁଡ଼ା । କିଛି ଦିନ ତଳେ ୫୯ ଚାଇନିଜ୍ ଆପକୁ ବ୍ୟାନ କରିବା ପରେ ଏବେ ଆଉ ୪୭ଟି ଆପକୁ ଭାରତରୁ ବିତାଡିତ କରିଦେଇଛନ୍ତି କେନ୍ଦ୍ରସରକାର। ତେବେ ନିଷିଦ୍ଧ କରାଯାଇଥିବା ଆପର ସମ୍ପୂର୍ଣ୍ଣ ତାଲିକା ଜାରି କରି ନାହାନ୍ତି କେନ୍ଦ୍ର ସରକାର । କୁହାଯାଉଛି…