କିସ୍ ବିଶ୍ୱବିଦ୍ୟାଳୟର ଅତ୍ୟାଧୁନିକ ରୋଷେଇ ପ୍ରଣାଳୀକୁ ଆପଣେଇବ ଜେଲ ବିଭାଗ
ଭୁବନେଶ୍ବର(କେନ୍ୟୁଜ୍): ବଦଳିବ ଜେଲରେ ରୋଷେଇ ଢାଞ୍ଚା। ଅତ୍ୟାଧୁନିକ ପ୍ରଣାଳୀରେ କଏଦୀଙ୍କ ପାଇଁ ହେବ ରୋଷେଇ। କିସ୍ ବିଶ୍ୱବିଦ୍ୟାଳୟ ଓ ଅକ୍ଷୟ ପାତ୍ର ଫାଉଣ୍ଡେସନ୍ ଭଳି ବଡ ବଡ ଅନୁଷ୍ଠାନରେ ଯେଭଳି ରୋଷେଇ କରାଯାଉଛି, ଠିକ୍ ସେଭଳି ଜେଲରେ ବି ଖାଦ୍ୟ ପ୍ରସ୍ତୁତ କରାଯିବ। ଚୌଦ୍ୱାର ଜେଲକୁ…