Browsing Tag

cigarettes seized

ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ପୁଳା ପୁଳା ଗଞ୍ଜେଇ ସିଗାରେଟ ଜବତ

ଭୁବନେଶ୍ୱର(କେନ୍ୟୁଜ୍‌) : ପୁଳା ପୁଳା ଗଞ୍ଜେଇ ସିଗାରେଟ ଜବତ । ଭୁବନେଶ୍ୱର ଅବକାରୀ ବିଭାଗ ପକ୍ଷରୁ ଆପୋଲୋ ହସ୍ପିଟାଲ ନିକଟ ବିଶେଶ୍ୱର ବସ୍ତିରେ ଚଢ଼ାଉ କରାଯାଇଛି । ଚଢଉରେ ୫ ହଜାର ସିଗାରେଟ, ୨୪ କିଲୋ ଗଞ୍ଜେଇ ଜବତ ହୋଇଛି । ଗତ କିଛି ଦିନ ଧରି ଏହି ଅଞ୍ଚଳରେ ଗଞ୍ଜେଇ କାରବାର ନେଇ…

ନକଲି କାରଖାନା ଠାବ: ୩ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କାର ସିଗାରେଟ୍‌ ଜବତ, ମାଲିକ ସହ ୪ କର୍ମଚାରୀ ଅଟକ

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ଇନ୍‌ଫୋଭ୍ୟାଲି ଥାନା ଛତାବର ପଞ୍ଚାୟତ ଅଳକର ଅଞ୍ଚଳରୁ ଏକ ନକଲି ସିଗାରେଟ୍‌ କାରଖାନା ଠାବ ହୋଇଛି। ଇନ୍‌ଫୋଭ୍ୟାଲି ଥାନା ପୋଲିସ୍ ୟୁ-୧୦ ନାମକ ଏକ ସଂସ୍ଥାରେ ଚଢ଼ଉ କରି ୩ଲକ୍ଷରୁ ଊର୍ଧ୍ବ ଟଙ୍କାର ନକଲି ସିଗାରେଟ୍‌ ଜବତ କରିଛି। ସଂସ୍ଥାର ମାଲିକ ରାଜା…

ସଟ୍ ଡାଉନ୍ ବେଳେ ରେଶମ ସହରରୁ ଗଞ୍ଜେଇ ସିଗାରେଟ୍ ଭର୍ତ୍ତି ବ୍ଯାଗ୍ ଜବତ କଲା ଜିଲ୍ଲା ପ୍ରଶାସନ, ଜଣେ ଗିରଫ

ବ୍ରହ୍ମପୁର(କେନ୍ୟୁଜ୍): ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ରହ୍ମପୁର ସହରକୁ ଚାରିଦିନିଆ ସମ୍ପୂର୍ଣ୍ଣ ସଟ୍ ଡାଉନ ଘୋଷଣା କରାଯାଇଛି । ତେବେ ଏହି ସଟ୍ ଡାଉନ…