Below header
Browsing Tag

civil judge

ସିଭିଲ ଜଜ୍‌ ପଦବୀ ପାଇଁ ତୁରନ୍ତ କରନ୍ତୁ ଆବେଦନ, ଆଇନରେ ସ୍ନାତକ କରିଥିବା ଜରୁରୀ

ଝାରଖଣ୍ଡ ସିଭିଲ ଜଜ(ଜୁନିଅର ଡିଭିଜନ) ପଦବୀରେ ଭର୍ତ୍ତି ପାଇଁ ନୋଟିଫିକେସନ ଜାରି ହୋଇଛି । ଇଚ୍ଛୁକ ପ୍ରାର୍ଥୀ ଖୁବଶୀଘ୍ର ଆବେଦନ କରନ୍ତୁ । ଏଠାରେ ୧୦୦ରୁ ଅଧିକ ପଦବୀ ଖାଲିପଡିଛି । ଆବେଦନ ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀ ଅଫିସିଆଲ ୱେବସାଇଟ୍‌ jpsc.gov.in କୁ ଯାଇ ଆବେଦନ କରିପାରିବେ ।…

କଟକ ଜୁଡିସିଆଲ ଏକାଡେମୀରେ ଏକାଠି ଶପଥ ଗ୍ରହଣ କଲେ ନବନିଯୁକ୍ତ ୫୦ଜଣ ସିଭିଲ ଜଜ୍‌

କଟକ(କେନ୍ୟୁଜ୍): ଏକାଠି ଶପଥ ଗ୍ରହଣ କଲେ ନବନିଯୁକ୍ତ ୫୦ଜଣ ସିଭିଲ ଜଜ୍‌। କଟକ ଜୁଡିସିଆଲ ଏକାଡେମୀରେ ଶପଥ ଗ୍ରହଣ କରିଛନ୍ତି ୫୦ ଜଣ ବିଚାରପତି। ୨୦୨୧ ବ୍ୟାଚର ଏହି ସମସ୍ତ ସିଭିଲ ଜଜମାନଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଏସ. ମୁରଲୀଧର। ନବନିଯୁକ୍ତ ବିଚାରପତି ମାନଙ୍କୁ…

ପରିବା ବିକାଳିଙ୍କ ଝିଅ ହେଲେ ସିଭିଲ ଜଜ୍‌, ରେଜଲ୍ଟ ଆସିବା ପରେ ଦୋକାନରେ ପହଞ୍ଚି କହିଲେ ‘ମାଆ ମୁଁ ଜଜ୍‌…

ମଧ୍ୟପ୍ରଦେଶ: ହୀରା ମାଟି ତଳେ ରହିଲେ ବି ଚମକେ । ସମସ୍ୟାର ବୋଝ ତଳେ କେବେ ବି ଚାପି ହୋଇଯାଏନା ପ୍ରତିଭା । ମଧ୍ୟପ୍ରଦେଶର ଇନ୍ଦୋରୁ ଆସିଛି ଏପରି ଏକ ପ୍ରେରଣାଦାୟୀ ଖବର । ଜଣେ ପରିବା ବିକାଳିଙ୍କ ଝିଅ ହୋଇଛନ୍ତି ସିଭିଲ ଜଜ୍‌ । ୨୫ ବର୍ଷୀୟା ଅଙ୍କିତା ନାଗର ଏସ୍‌ସି କୋର୍ଟରେ ପଞ୍ଚମ ସ୍ଥାନ…

ଭଗବାନ ଦେଲେ ନିଷ୍ଠାର ଫଳ, ବିଚାରପତିଙ୍କ ଡ୍ରାଇଭରର ପୁଅ ହେଲେ ବିଚାରପତି

ବିଚାରପତିଙ୍କ ଡ୍ରାଇଭରର ପୁଅ ହେଲେ ବିଚାରପତି । ମଧ୍ୟପ୍ରଦେଶ ଇନ୍ଦୋରର ୨୬ ବର୍ଷୀୟ ଚେତନ ସିଭିଲ ଜଜ୍‌ କ୍ଲାସ-ଟୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୩ ନମ୍ବର ର‍୍ୟାଙ୍କରେ ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚେତନଙ୍କ ବାପା ଗୋବର୍ଦ୍ଧନଲାଲ ବଜାଡ ଇନ୍ଦୋର ଜିଲ୍ଲା କୋର୍ଟରେ ଜଣେ…