ଆଜି ହାଇଦ୍ରାବାଦ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ଆସନ୍ତାକାଲି ହେବ ଓଡ଼ିଶା ଇନଭେଷ୍ଟର୍ସ ମିଟ୍
ଭୁବନେଶ୍ବର(କେନ୍ୟୁଜ୍): ଆସନ୍ତାକାଲି ହାଇଦ୍ରାବାଦରେ ହେଉଛି ଓଡ଼ିଶା ଇନଭେଷ୍ଟର୍ସ ମିଟ୍ । ଏଥିରେ ଯୋଗ ଦେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିପାଇଁ ଆଜି ସେ ହାଇଦ୍ରାବାଦ ଗସ୍ତରେ ଯିବେ । ଟପ୍ ବିଜନେସ୍ ଲିଡରଙ୍କ ସହ ମୁଖ୍ୟମନ୍ତ୍ରୀଙ୍କର ଓ୍ଵାନ୍ ଟୁ ଓ୍ଵାନ୍ କାର୍ଯ୍ୟକ୍ରମ ରହିଛି ।…