Browsing Tag

cm naveen pattanayak

ପୋଲିସ ବିଭାଗର ସଂଯମତା ଓ ମାନବିକତାକୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ଥାନାରେ ମୁତୟନ ହେବେ ଅଧିକ ସଂଖ୍ୟକ କର୍ମଚାରୀ

କେନ୍ୟୁଜ୍ (ବ୍ୟୁରୋ): ଥାନାରେ ଅଧିକ ସଂଖ୍ୟକ କର୍ମଚାରୀ ହେବେ ମୁତୟନ। ଥାନା ଗୁଡ଼ିକରେ ସାଧାରଣ ଲୋକଙ୍କୁ ଉତ୍ତମ ସେବା ଯୋଗାଇଦେବାକୁ ଏଭଳି ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିପାଇଁ ୧୫ ଦିନ ମଧ୍ୟରେ ଉପଯୁକ୍ତ ଯୋଜନା ପ୍ରସ୍ତୁତ କରିବା ପାଇଁ ପୋଲିସ ଡିଜିଙ୍କୁ ନିର୍ଦ୍ଦେଶ…

ଲକ୍‌ଡାଉନ ହଟିବା ପରେ କୋଲକାତାରୁ ଓଡ଼ିଶା ଫେରି ପାରିବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଲକ୍‌ଡାଉନ ହଟିବା ପରେ ଓଡ଼ିଶା ଫେରିପାରିବେ ପ୍ରବାସୀ ଓଡ଼ିଆ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ପରେ କୋଲକାତାରେ ରହୁଥିବା ଓଡ଼ିଆଙ୍କ ମନରେ ଆନନ୍ଦ ଖେଳିଯାଇଛି । କୋଲକାତାର ଆଜାକଗଡ଼ରେ ଥିବା ଓଡ଼ିଆମାନେ ଏକ ଗଣମାଧ୍ୟମକୁ ସେମାନଙ୍କ ପ୍ରତିକ୍ରିୟା ଜଣାଇଛନ୍ତି ।