ଲକ୍‌ଡାଉନ ହଟିବା ପରେ କୋଲକାତାରୁ ଓଡ଼ିଶା ଫେରି ପାରିବେ ପ୍ରବାସୀ ଓଡ଼ିଆ

ଭୁବନେଶ୍ୱର: ଲକ୍‌ଡାଉନ ହଟିବା ପରେ ଓଡ଼ିଶା ଫେରିପାରିବେ ପ୍ରବାସୀ ଓଡ଼ିଆ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଏହି ଘୋଷଣା ପରେ କୋଲକାତାରେ ରହୁଥିବା ଓଡ଼ିଆଙ୍କ ମନରେ ଆନନ୍ଦ ଖେଳିଯାଇଛି । କୋଲକାତାର ଆଜାକଗଡ଼ରେ ଥିବା ଓଡ଼ିଆମାନେ ଏକ ଗଣମାଧ୍ୟମକୁ ସେମାନଙ୍କ ପ୍ରତିକ୍ରିୟା ଜଣାଇଛନ୍ତି ।

Leave A Reply

Your email address will not be published.