ଓଡ଼ିଶା ପାଇଁ ଗୌଣବ ଆଣିଲେ ଏନସିସି ଶିକ୍ଷୟିତ୍ରୀ ସୁପ୍ରଭା ନାୟକ
ରାଇକିଆ: ସାଧାରଣତନ୍ତ୍ର ଦିବସ ଜାନୁଆରୀ ୨୬ ଦିଲ୍ଲୀ କର୍ତ୍ତବ୍ୟ ପଥରେ ବିଭିନ୍ନ ରାଜ୍ୟରୁ ପ୍ରାୟ ୩ ହଜାର ଏନସିସି ଛାତ୍ରଛାତ୍ରୀମାନେ ପ୍ୟାରେଡରେ ଅଂଶଗ୍ରହଣ କରିଥିଲେ । ଏହି ପ୍ୟାରେଡରେ ଅଂଶ ଗ୍ରହଣ କରିବା ପାଇଁ ନବରଙ୍ଗପୁରରେ ପୂର୍ବ ପ୍ରସ୍ତୁତି କରାଯାଇଥିଲା । ସେଠାରେ ସାରା ଓଡ଼ିଶାରୁ…