କଳାହୀରାର ସହର ତାଳଚେରରେ ଥମୁନି କଳା ବେପାର, ଅଭିଯୋଗର ଲମ୍ବା ଫର୍ଦ୍ଦ ହେଲେ କାର୍ଯ୍ୟାନୁଷ୍ଠାନ ଶୂନ
କଳା ହୀରା ବା କୋଇଲାର ସହର ତାଳଚେର । ଇଂରେଜ ଶାସନ ସମୟରୁ ୧୮୩୭ ମସିହାରେ ଏଠାରେ ମାଟି ତଳେ କୋଇଲା ଥିବା ନେଇ ଚିହ୍ନଟ ହୋଇଥିଲା । ୧୮୭୫ରେ ଏହି ଅଞ୍ଚଳରୁ କୋଇଲା ଖନନ କରାଯାଇଥିଲା । ସେବେଠାରୁ ଆଜି ପର୍ଯ୍ୟନ୍ତ ଅଞ୍ଚଳର ବିଭିନ୍ନ ସ୍ଥାନରୁ ମାଟି ଖୋଲିଲେ ବାହାରୁଛି ଟ୍ରିପ ଟ୍ରିପ କୋଇଲା ।…