Browsing Tag

coaxial

ଭୁବନେଶ୍ବର: ରାତି ପାହିଲେ ବିଜୟା ଦଶମୀ, ରାବଣପୋଡି ପାଇଁ ସୁରକ୍ଷା ଯାଞ୍ଚ କଲେ ପୋଲିସ କମିଶନର ଓ ଡିସିପି

ଭୁବନେଶ୍ବର(କେନ୍ୟୁଜ୍):  କାଲି ବିଜୟା ଦଶମୀ । ରାଜଧାନୀର ୫ଟି ସ୍ଥାନରେ ଆୟୋଜନ ହେବ ରାବଣ ପୋଡି ଉତ୍ସବ । ଝାରପଡା, ବରମୁଣ୍ଡା, ଚନ୍ଦକା, ପଟିଆ ଆଦି ସ୍ଥାନରେ ହେବ ରାବଣ ପୋଡ଼ି । ପ୍ରସ୍ତୁତି ବି ଶେଷ ପର୍ଯ୍ୟାୟରେ । ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ୍‌କୁ ଯାଞ୍ଚ କରୁଛି କମିଶନରେଟ ପୋଲିସ ।…

ଦିଲ୍ଲୀ: ବିଳମ୍ବ ହେଉଥିବା କେନ୍ଦ୍ରୀୟ ପ୍ରକଳ୍ପ କାମର ନବୀନଙ୍କ ସମୀକ୍ଷା, ଓଡ଼ିଶା ଭବନରେ ବସିଲା ବୈଠକ

ଭୁବନେଶ୍ବର(କେନ୍ୟୁଜ୍): ଓଡ଼ିଶାରେ ବିଳମ୍ବ ହେଉଥିବା କେନ୍ଦ୍ରୀୟ ପ୍ରକଳ୍ପ କାମର ସମୀକ୍ଷା। ଓଡ଼ିଶା ଭବନରେ ଏହାର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବିଶେଷ କରି ରେଳପ୍ରକଳ୍ପ ଯେଉଁଥିରେ ଓଡ଼ିଶା ସରକାର ମାଗଣାରେ ଜମି ଯୋଗାଇବା ସହ ୫୦ ପ୍ରତିଶତ ଖର୍ଚ୍ଚ କରୁଛନ୍ତି ତାର…

ପୁରୀ: ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ, ୩ଟି ପ୍ରକଳ୍ପକୁ ଦେଲେ…

ପୁରୀ ବିଶ୍ୱ ଐତିହ୍ୟ ନଗରୀ ପ୍ରକଳ୍ପ କାର୍ଯ୍ୟର ଅଗ୍ରଗତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହାସହ ୩ଟି ପ୍ରକଳ୍ପକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ୩ଟି ପ୍ରକଳ୍ପ ମଧ୍ୟରୁ ପ୍ରଥମଟି ଐତିହ୍ୟ ସୁରକ୍ଷା ଅଂଚଳ। ଶ୍ରୀମନ୍ଦିର ୭୫ ମିଟର ଅଂଚଳ ମଧ୍ୟରେ ଏହାର ଭୌଗୋଳିକ ଅବସ୍ଥିତି, ବିଭିନ୍ନ…

ଅକ୍ଟୋବର ୨ରୁ ଲାଗୁ ହେବାକୁ ଥିବା ମୋ ସରକାର ଯୋଜନା ପୂର୍ବରୁ ସ୍ବାସ୍ଥ୍ୟ ବିଭାଗର ସମକ୍ଷା

ଅକ୍ଟୋବର ୨ରୁ ସ୍ୱାସ୍ଥ୍ୟ ବିଭାଗ ଲାଗୁ କରିବ ମୋ ସରକାର କାଯ୍ୟର୍କ୍ରମ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସ୍ୱାସ୍ଥ୍ୟ ସେବା ଠିକ୍‌ ଭାବେ ମିଳୁଛି କି ନାହିଁ ଏହା ସିଧାସଳଖ ପଚାରି ବୁଝିବେ ସ୍ୱାସ୍ଥ୍ୟମନ୍ତ୍ରୀ ।ସିଡିଏମଓ ସମ୍ମିଳନୀରେ ଏହା କହିଛନ୍ତି…