Browsing Tag

cock and dog fight

କୁକୁଡା ଏବଂ କୁକୁର ମଧ୍ୟରେ ହେଲା ଘମାଘୋଟ୍‌ ଲଢ଼େଇ, ଦେଖନ୍ତୁ କିଏ ଜିତିଲା ଆଉ କିଏ ହାରିଲା

ସୋସିଆଲ ମିଡିଆରେ କୁକୁର ଏବଂ କୁକୁଡାଙ୍କ ଭିତରେ ହେଲା ଖତରନାକ ଲଢ଼େଇ। ଯାହାକୁ ଦେଖି ସୋସିଆଲ ମିଡିଆରେ ହେଉଛି ଖୁବ ଚର୍ଚ୍ଚା। ଏହି ଭିଡିଓ ପାଣି ଭଳି ଇଣ୍ଟରନେଟରେ ଭାଇରାଲ ହେଉଛି। ପ୍ରାୟ ସମୟରେ ଦେଖିବାକୁ ମିଳେ ଯେ କୁକୁର ଛୋଟ ଜୀବ ଜନ୍ତୁଙ୍କୁ ଆକ୍ରମଣ କରିଥାଏ ଏବଂ ସବୁବେଳେ କୁକୁରର ବିଜୟ…