Below header
Browsing Tag

cold water

ତୁରନ୍ତ ଖରାରୁ ଆସି ଫ୍ରିଜ ପାଣି ପିଉଛନ୍ତି କି ? ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ

ଗରମ ହେବା ମାତ୍ରେ କିଛି ଲୋକ ଫ୍ରିଜରୁ ଥଣ୍ଡା ପାଣି ପିଇବା ଆରମ୍ଭ କରିଥାନ୍ତି । ତେବେ ଖରାରୁ ଘରକୁ ଆସିବା ପରେ ଲୋକମାନେ ତୁରନ୍ତ ଥଣ୍ଡା ପାଣି ପିଇବା ଆରମ୍ଭ କରନ୍ତି । କିନ୍ତୁ ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କୁ ଅସୁସ୍ଥ କରିପାରେ । ତେବେ ଅତ୍ୟଧିକ ଗରମରୁ ଆସିବା ପରେ ଥଣ୍ଡା ପାଣି ପିଇବା…

ଆର୍‌ଓର ବିଶୁଦ୍ଧ ପାଣି ପିଉଥିଲେ ସାବଧାନ! ବିଶେଷଜ୍ଞ କଲେ ଆଶ୍ଚର୍ଯ୍ୟକର ଖୁଲାସା

ଭାରତର ଅଧିକାଂଶ ଲୋକ ନିଜ ଘରେ ସ୍ୱଚ୍ଛ ପାଣି ପାଇଁ ଆର୍‌ଓ ବା ଓ୍ଵାଟର ପ୍ୟୁରିଫାୟର ଲଗାଉଛନ୍ତି । ସମସ୍ତେ ଜାଣନ୍ତି ଯେ ଆର୍‌ଓର ପାଣି ସ୍ୱାସ୍ଥ୍ୟ ପାଇଁ ବେଶ୍‌ ଭଲ ହୋଇଥାଏ । ଏହି କାରଣରୁ ଆମେ ଘରେ ଦାମୀ ଓ୍ଵାଟର ପ୍ୟୁରିଫାୟର (ଆର୍‌ଓ) ଲଗାଇଥାଉ । କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଯେ…

ଶରୀରରେ ଜଳର ଅଭାବ ହାଇ ୟୁରିକ୍ ଏସିଡ୍ ବଢିବାର କାରଣ କି ? ଜାଣନ୍ତୁ କଣ କହୁଛନ୍ତି ଏକ୍ସପର୍ଟ

ଆଜିକାଲି ଅଧିକ ୟୁରିକ୍ ଏସିଡ୍ ଥିବା ରୋଗୀଙ୍କ ସଂଖ୍ୟା ବହୁତ ବଢି ଚାଲିଛି । ଯାହା ଫଳରେ ହାଡ ଏବଂ ଗଣ୍ଠିର ଏହି ସମସ୍ୟା ଦ୍ୱାରା ଅନେକ ଲୋକ ଅସୁବିଧାରେ ପଡ଼ୁଛନ୍ତି । କିନ୍ତୁ ହାଇ ୟୁରିକ୍ ଏସିଡ୍ ପରି ସମସ୍ୟା ଖରାପ ମେଟାବୋଲିଜିମ୍ ଯୋଗୁ ଆରମ୍ଭ ହୋଇଥାଏ । ଯେତେବେଳେ ହଜମ ପ୍ରକ୍ରିୟା ଧୀର…

ଥଣ୍ଡା ପାଣି ପିଇବା ଦ୍ୱାରା ଓଜନ ବୃଦ୍ଧି ହୁଏ କି ? ଜାଣନ୍ତୁ ଏକ୍ସପର୍ଟଙ୍କ ମତ

ଲୋକମାନଙ୍କର ଥଣ୍ଡା ପାଣି ପିଇବାକୁ ନେଇ ବିଶ୍ୱାସ ରହିଛି ଯେ ଏହାକୁ ପିଇବା ଦ୍ୱାରା ଓଜନ ବଢିଯାଏ । ତେବେ ଅନେକ ଲୋକ ବିଶ୍ୱାସ କରନ୍ତି ଯେ ଯେତେବେଳେ ଆମେ ଥଣ୍ଡା ପାଣି ପିଇଥାଉ, ସେତେବେଳେ ଆମ ଶରୀର ଗରମ ରଖିବା ପାଇଁ ଅଧିକ କ୍ୟାଲୋରୀ ଦରକାର ହୋଇଥାଏ ଏବଂ ଯାହାଫଳରେ ଓଜନ ମଧ୍ୟ ବଢିଥାଏ ।…

ସକାଳୁ ସକାଳୁ ଥଣ୍ଡାରେ ଥରୁଛି ପୁରା ଓଡିଶା, ଅନେକ ସ୍ଥାନରେ ୧୫ ଡିଗ୍ରୀ ତଳେ ରାତି ତାପମାତ୍ରା

ଭୁବନେଶ୍ୱର (କେନ୍ୟୁଜ): ଖସୁଛି ପାରଦ । ବଢୁଛି ଥଣ୍ଡା । ରାଜ୍ୟକୁ ଉତ୍ତର-ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାତିର ତାପମାତ୍ରା କମୁଛି । ଗତ ୨୪ ଘଣ୍ଟାରେ ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୨-୩ ଡିଗ୍ରୀ ସେଲସିୟସ୍ ଯାଏ ହ୍ରାସ ପାଇଛି । ଗତ ୨୪ ଘଣ୍ଟାରେ ଅଧା…

ଜାଣନ୍ତୁ ହାତ ଧୋଇବା ପାଇଁ ସବୁଠାରୁ ବେଶି ପ୍ରଭାବଶାଳୀ ଥଣ୍ଡା ପାଣି ନା ଗରମ ପାଣି

ଆଜିକାଲି ଅଧିକାଂଶ ଲୋକମାନେ ହାତ ଧୋଇବାର ମହତ୍ଵ ବୁଝିସାରିଛନ୍ତି। ଯେଉଁ ଲୋକମାନେ ବର୍ତ୍ତମାନ ମଧ୍ୟ ଅପରିଷ୍କାର ହାତରେ ଖାଦ୍ୟ ଖାଉଛନ୍ତି କିମ୍ବା ପାଣି ପିଉଛନ୍ତି ସେମାନଙ୍କ ପାଇଁ ଚଳିତ ମାସ ଡିସେମ୍ବର୧ ରୁ ୭ ତାରିଖ ପର୍ଯ୍ୟନ୍ତ ହାତ ଧୋଇ ସଫା ରଖିବା ପାଇଁ ସଚେତନତାର ସପ୍ତାହ ପାଳନ…