Below header
Browsing Tag

commercial gas cyclinder

ମାସ ଆରମ୍ଭରୁ ଆଶ୍ୱସ୍ତି, କମିଲା ଏଲପିଜି ସିଲିଣ୍ଡର ଦର

ନୂଆ ଆର୍ଥିକ ବର୍ଷରେ ଗ୍ରାହକଙ୍କୁ ସାମାନ୍ୟ ଆଶ୍ୱସ୍ତି । ଲଗାତାର ୩ ମାସ ହେଲାଣି ଗ୍ୟାସ ଦାମ୍‌ ବଢୁଥିବାରୁ କମ୍ପାନୀ ଏବେ ଗ୍ରାହକଙ୍କୁ ଆଶ୍ୱସ୍ତି ଦେଇଛି । ଏପ୍ରିଲ ୧ ବା ଆଜିଠାରୁ ଏଲପିଜି ସିଲିଣ୍ଡର ଦାମ୍‌ ୩୦.୫୦ ପଇସା କମିଛି । ଏହା କର୍ମସିଆଲ ସିଲିଣ୍ଡର ଦାମରେ ହ୍ରାସ ପାଇଛି । ୧୯…

ପୁଣି ବଢିଲା ଏଲପିଜି ଗ୍ୟାସ୍‌ ଦାମ୍‌, ସିଲିଣ୍ଡର ପିଛା ୭ ଟଙ୍କା ବୃଦ୍ଧି

ପୁଣି ଲୋକଙ୍କୁ ମହଙ୍ଗା ଛାଟ୍‌ । ପନିପରିବା ଦାମ୍‌ ହୁଁ ହୁଁ ବଢୁଥିବା ବେଳେ ପୁଣି ଗ୍ୟାସ୍‌ ଦାମ୍‌ ବଢିଛି । ସାଧାରଣ ଗ୍ରାହକଙ୍କ ପକେଟ ଉପରେ ଏହାର ପ୍ରଭାବ ପଡିଛି । ପୁଣି ବଢିଲା ଏଲପିଜି ଗ୍ୟାସ ସିଲିଣ୍ଡର ଦାମ୍‌ । କିନ୍ତୁ ଏହା ଘରୋଇ ନୁହେଁ ବରଂ କର୍ମସିଆଲ ଗ୍ୟାସ୍‌ ଦର ବଢିଛି ।…

ଜାଣନ୍ତୁ କେଉଁଠି କେତେ ରହିଛି ଏଲପିଜି ଗ୍ୟାସ ମୂଲ୍ୟ..

ଶ୍ରମିକ ଦିବସ ଅର୍ଥାତ ଆଜି ମେ' ୧ ରେ ସାଧାରଣ ଜନତାଙ୍କୁ ମିଳିଛି ଖୁସି ଖବର । ସବୁଥର ଭଳି ଏଥର ମଧ୍ୟ ସମସ୍ତଙ୍କ ନଜର ଗ୍ୟାସ ଦର ଉପରେ ରହିଛି । ଏଥର ଗ୍ରାହକଙ୍କୁ ଖୁସି କଲା ଭଳି ଖବର ଆସିଛି । ତୈଳ କମ୍ପାନୀଗୁଡିକ ବ୍ୟବସାୟିକ ଏଲପିଜି ସିଲିଣ୍ଡରର ମୂଲ୍ୟରେ ୧୭୧.୫୦ ଟଙ୍କା ହ୍ରାସ କରିଛନ୍ତି…

ନୂଆବର୍ଷରେ ଗ୍ରାହକଙ୍କୁ ଉପହାର ଦେଲା ଇଣ୍ଡିଆନ ଅଏଲ୍‌ ! ୧୦୦ ଟଙ୍କା ଶସ୍ତା ହେଲା LPG ସିଲିଣ୍ଡର

ନୂଆ ବର୍ଷରେ ଗ୍ରାହକଙ୍କ ପାଇଁ ନୂଆ ଉପହାର। ଆଜିଠାରୁ ଶସ୍ତା ହେଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର। ୧୦୦ ଟଙ୍କା ଶସ୍ତା ହେଲା ଏଲ୍‌ପିଜି ସିଲିଣ୍ଡର ଦାମ୍‌। କିନ୍ତୁ ଏହି ଦାମ୍‌ ଘରୋଇ ଏଲପିଜି ସିଲିଣ୍ଡର ଦାମରେ ଆସିନାହିଁ। କର୍ମସିଆଲ ସିଲିଣ୍ଡର ଦାମ୍‌ କମିବା ଯୋଗୁଁ ରେଷ୍ଟୁରାଣ୍ଟ ମାଲିକମାନଙ୍କୁ…

ମାସ ଆରମ୍ଭରୁ ବଡ଼ ଝଟକା୍‌, ୧୦୦ ଟଙ୍କା ବଢିଲା କମର୍ସିଆଲ ଗ୍ୟାସ୍‌ ସିଲିଣ୍ଡର ଦାମ୍‌

ଆଜି ମାସ ଆରମ୍ଭରୁ ସାଧାରଣ ଜନତାଙ୍କୁ ଲାଗିଛି ବଡ ଝଟକା। ଡିସେମ୍ବର ୧ ତାରିଖ ଅର୍ଥାତ୍‌ ଆଜିଠାରୁ ସରକାରୀ ତେଲ କମ୍ପାନୀ ଗ୍ୟାସ୍‌ ସିଲିଣ୍ଡର ଦାମରେ ବୃଦ୍ଧି କରିଛନ୍ତି। ଆଜି ଗ୍ୟାସ୍‌ ସିଲିଣ୍ଡର ଦାମ ୧୦୩ ଟଙ୍କା ୫୦ ପଇସା ଟଙ୍କା ବଢିଛି। ଗତ ମାସରେ ସିଲିଣ୍ଡର ଦାମ୍‌ ୨୬୬ ଟଙ୍କା ପର୍ଯ୍ୟନ୍ତ…