ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ନେଲେ ସଞ୍ଜୀବ ପଣ୍ଡା, କହିଲେ ଫୋକସରେ ରହିବ ନିର୍ବାଚନ ଆଉ ଆଇନଶୃଙ୍ଖଳା
ଭୁବନେଶ୍ୱର (କେନ୍ୟୁଜ) : ଟ୍ବିନସିଟିର ନୂଆ ପୋଲିସ କମିଶନର ଭାବେ ଦାୟିତ୍ବ ନେଲେ ସଞ୍ଜୀବ ପଣ୍ଡା । ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିଛନ୍ତି । ଆଜି କମିଶନରେଟ ପୋଲିସ କାର୍ଯ୍ୟାଳୟରେ ତାଙ୍କୁ ଗାର୍ଡ ଅଫ୍ ଅନରପ୍ରଦାନ କରାଯାଇଛି । ଦାୟିତ୍ବ ଗ୍ରହଣ ପରେ ନୂଆ ପୋଲିସ…