ଲଭ ସେକ୍ସ ଧୋକା ! ପ୍ରେମରୁ ପ୍ରତାରଣା ଅଭିଯୋଗ; ନ୍ୟାୟ ପାଇଁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ଭୁବନେଶ୍ୱର (କେନ୍ୟୁଜ):  ଲଭ ସେକ୍ସ ଧୋକା । ପ୍ରେମରୁ ପ୍ରତାରଣା ଅଭିଯୋଗ ଆଣିଲେ ଭୁବନେଶ୍ୱରର ଜଣେ ଯୁବତୀ । ନ୍ୟାୟ ପାଇଁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ଯୁବତୀ । ଭୁବନେଶ୍ୱରର ଜଣେ ଯୁବ ବ୍ୟବସାୟୀ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା ଦେଇଥିବା ଅଭିଯୋଗ କରିଛନ୍ତି ଯୁବତୀ ।

ବ୍ୟବସାୟୀ ଅଙ୍କିତ ଅଗ୍ରୱାଲ ନାମରେ ଅଭିଯୋଗ ହୋଇଛି । ଏଥିସହ ଯୁବତୀଙ୍କର ଜୋର ଜବରଦସ୍ତ ଗର୍ଭପାତ କରାଇଥିବା ଅଭିଯୋଗ ହୋଇଛି । ଗତ ୨୬ତାରିଖରେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.