ପୁଅ ବୟସର ପ୍ରେମିକ ସହ ଲିଭ-ଇନ୍ ରିଲେସନ୍, ଏକାଠି ରହିବାକୁ କୋର୍ଟରେ ଆବେଦନ କଲେ ୬୭ ବର୍ଷୀୟା ମହିଳା
କଥାରେ ଅଛି ପ୍ରେମ ଅନ୍ଧ। ପ୍ରେମ ଦେଖେନି ଜାତି, ଧର୍ମ କି ରଙ୍ଗରୂପ। କାହାକୁ ବି କେତେ ବେଳେ କାହା ସହ ପ୍ରେମ ହୋଇଯାଇପାରେ। ଏହା ଏକ ସୁନ୍ଦର ଅନୁଭବ। ଆଜିକାଲି କମ୍ ବୟସର ପୁଅମାନେ ବି ନିଜ ଠାରୁ ବଡ଼ ପୁଅଙ୍କୁ ପ୍ରେମ କରୁଥିବା ଦେଖିବାକୁ ମିଳୁଛି। ସେଭଳି ଏକ ନିଆରା ପ୍ରେମ କାହାଣୀ…