Below header
Browsing Tag

justice

ତୃଣମୂଳ କଂଗ୍ରେସ ଉପରେ ରାଗ, ରାଜନୀତିକୁ ଆସିବାକୁ ଜଷ୍ଟିସ୍ ଅଭିଜିତ ଗଙ୍ଗୋପାଧ୍ୟାୟ ନେଲେ ନିଷ୍ପତ୍ତି

କୋଲକତା: ତୃଣମୂଳ କଂଗ୍ରେସ ଉପରେ ରାଗ ରଖି ରାଜନୀତିରେ ମିଶିବେ କଲିକତା ହାଇକୋର୍ଟର ଜଣେ ଜଜ୍ । ଜଷ୍ଟିସ ଅଭିଜିତ ଗଙ୍ଗୋପାଧ୍ୟାୟ ଘୋଷଣା କରିଛନ୍ତି କି ଖୁବ୍ ଶୀଘ୍ର ସେ ନିଜ ପଦରୁ ଇସ୍ତଫା ଦେଇ ରାଜନୀତିରେ ପାଦ ଦେବେ । ପଶ୍ଚିମବଙ୍ଗରେ କ୍ଷମତାରେ ଥିବା ତୃଣମୂଳ କଂଗ୍ରେସ ପକ୍ଷରୁ ତାଙ୍କୁ…

ଲଭ ସେକ୍ସ ଧୋକା ! ପ୍ରେମରୁ ପ୍ରତାରଣା ଅଭିଯୋଗ; ନ୍ୟାୟ ପାଇଁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ଯୁବତୀ

ଭୁବନେଶ୍ୱର (କେନ୍ୟୁଜ):  ଲଭ ସେକ୍ସ ଧୋକା । ପ୍ରେମରୁ ପ୍ରତାରଣା ଅଭିଯୋଗ ଆଣିଲେ ଭୁବନେଶ୍ୱରର ଜଣେ ଯୁବତୀ । ନ୍ୟାୟ ପାଇଁ ପୋଲିସ କମିଶନରଙ୍କ ଦ୍ୱାରସ୍ଥ ହେଲେ ଯୁବତୀ । ଭୁବନେଶ୍ୱରର ଜଣେ ଯୁବ ବ୍ୟବସାୟୀ ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା ପରେ ପ୍ରତାରଣା ଦେଇଥିବା ଅଭିଯୋଗ…

ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡକ୍ଟର ଏସ୍‌ ମୁରଲୀଧର

ଭୁବନେଶ୍ବର: ଆଜି ଓଡ଼ିଶା ହାଇକୋର୍ଟର ନୂଆ ମୁଖ୍ୟ ବିଚାରପତି ଭାବେ ଶପଥ ନେଲେ ଜଷ୍ଟିସ ଡକ୍ଟର ଏସ୍‌ ମୁରଲୀଧର । ରାଜଭବନରେ ହେଉଛି ଏହି ଶପଥ ଉତ୍ସବ । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ପଞ୍ଜାବ ହରିଆଣା ହାଇକୋର୍ଟର ବିଚାରପତି ଜଷ୍ଟିସ ଏସ୍‌ ମୁରଲୀଧର । ଜଷ୍ଟିସ…

ନ୍ୟାୟ ଦାବିରେ ଗଜପତି ଜିଲ୍ଲାପାଳଙ୍କ ଅଫିସ୍‌ ଉପରକୁ ପଥର ଫିଙ୍ଗିଲେ ମହିଳା, କାବୁ କରିବାକୁ ସି-ଟିମ ହେଲା ନାକେଦମ

ପାରଳାଖେମୁଣ୍ଡି (କେ ନ୍ୟୁଜ୍‌) : ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଜଣେ ମହିଳା ବାରମ୍ବାର "ମେରେକୋ ନ୍ୟାୟ ଚାହିୟେ" ବୋଲି କହି ବହୁ ସମୟ ଜୋରରେ ଚିତ୍କାର କରି ଚାଲିଥିଲେ । ତେବେ ଅନେକ…

ଭଗବାନ ଦେଲେ ନିଷ୍ଠାର ଫଳ, ବିଚାରପତିଙ୍କ ଡ୍ରାଇଭରର ପୁଅ ହେଲେ ବିଚାରପତି

ବିଚାରପତିଙ୍କ ଡ୍ରାଇଭରର ପୁଅ ହେଲେ ବିଚାରପତି । ମଧ୍ୟପ୍ରଦେଶ ଇନ୍ଦୋରର ୨୬ ବର୍ଷୀୟ ଚେତନ ସିଭିଲ ଜଜ୍‌ କ୍ଲାସ-ଟୁ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ୧୩ ନମ୍ବର ର‍୍ୟାଙ୍କରେ ସେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ଚେତନଙ୍କ ବାପା ଗୋବର୍ଦ୍ଧନଲାଲ ବଜାଡ ଇନ୍ଦୋର ଜିଲ୍ଲା କୋର୍ଟରେ ଜଣେ…

ଆଶ୍ଚର୍ଯ୍ୟ ! ଅନ୍ୟକୁ ନ୍ୟାୟ ଦେଉଥିବା ନ୍ୟାୟାଧୀଶଙ୍କୁ ୯ ବର୍ଷ ପରେ ମିଳିଲା ନ୍ୟାୟ

ନ୍ୟାୟ ପାଇଁ ନ୍ୟାୟାଧୀଶଙ୍କୁ ୯ ବର୍ଷ କରିବାକୁ ପଡିଲା ଆପେକ୍ଷା । ୯ ବର୍ଷର ଲମ୍ବା ଅପେକ୍ଷା ପରେ ନ୍ୟାୟ ପାଇଲେ ଅନ୍ୟଙ୍କୁ ନ୍ୟାୟ ଦେଉଥିବା ନ୍ୟାୟାଧୀଶ । ୯ ବର୍ଷ ଯାଏ ଆଇନର ଲମ୍ବା ଲଢେଇ ପରେ ଶେଷରେ ଜିତିଲେ ବିଚାରପତି । ଘଟଣାଟି ହେଉଛି ପଂଜାବର । ଯେଉଁଠି ମେଡିକାଲ୍ ବିଲ୍ ପାଇଁ ସରକାର…

ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତିଙ୍କ ବଦଳି ନେଇ  ସୁପାରିସ

ଭୁବନେଶ୍ବର (କେନ୍ଯୁଜ୍) : ହାଇକୋର୍ଟ ବିଚାରପତି ସ୍ତରୀୟ ଅଦଳବଦଳ । ଓଡ଼ିଶା ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ଇନ୍ଦ୍ରଜିତ ମହାନ୍ତିଙ୍କ ବଦଳି ସୁପାରିସ । ବମ୍ବେ ହାଇକୋର୍ଟକୁ ବଦଳି ପାଇଁ ସୁପାରିସ କରିଛନ୍ତି ସୁପ୍ରିମ୍‌କୋର୍ଟଙ୍କ କଲେଜିୟମ୍‌ । ସେହିପରି ଓଡ଼ିଶା ଫେରିବେ ଜଷ୍ଟିସ୍‌ ଶତ୍ରୁଘ୍ନ…

ନ୍ୟାୟ ଆଶାରେ ଆମରଣ ଅନଶନ : ଜିଲ୍ଲାପାଳ କାର୍ୟ୍ୟଳୟ ସାମ୍ନାରେ ବସିଲେ ବାସନ୍ଦ ପରିବାର

ବଲାଙ୍ଗୀର(କେନ୍ୟୁଜ୍) : ବଲାଙ୍ଗୀର ଜିଲ୍ଲାପାଳଙ୍କ ଅଫିସ ଆଗରେ ଧାରଣାରେ ବସିଛନ୍ତି ଲରମ୍ଭା ଥାନା ଇନ୍ଦପୁର ଗାଁର ୮ ପରିବାର । ବର୍ଷେ ପୂର୍ବରୁ ଏହି ୮ଟି ପରିବାରକୁ ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ପ୍ରାୟ ୫୦ରୁ ଅଧିକ ଲୋକ ଏବେ ଗାଁ ଛାଡି ବାହାରେ ରହୁଛନ୍ତି । ସରପଞ୍ଚ ନିର୍ବାଚନକୁ…