RTO ଚାଲାଣ ସେଟଲେମେଣ୍ଟ ନାଁରେ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ, ୨ ଗିରଫ
କଟକ : RTO ଚାଲାଣ ନାଁରେ ବଡ଼ଧରଣର ଠକେଇ । ଗାଡ଼ି ଚାଲାଣ ସେଟଲେମେଣ୍ଟ ନାଁରେ ଠକେଇ ଅଭିଯୋଗ। ପ୍ରାୟ ୨ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଠକେଇ ନେଇ ୧୦ ଜୁଲାଇରେ ସାଇବର ଥାନାରେ ଅଭିଯୋଗ କରାଯାଇଥିଲା। ଏଥିରେ ସମ୍ପୃକ୍ତ ୨ ଅଭିଯୁକ୍ତ ଭଦ୍ରକର ରାଜା ଦାସ ଓ ରଜତ ଲେଙ୍କାଙ୍କୁ ଗିରଫ କରିଛି କଟକ କମିଶନରେଟ…