ଥାନାରେ ଠକ ସ୍ୱାମୀକୁ ଜିମା ଦେଲା ସ୍ତ୍ରୀ, ଅନେକ ଝିଅକୁ ବିବାହ କରିଥିବା ସହ ମିଛ ପରିଚୟ ଦେଇଥିବା ନେଇ କଲା ଅଭିଯୋଗ

ଭୁବନେଶ୍ୱର(କେନ୍ୟୁଜ୍): ଥାନାରେ ଠକ ସ୍ୱାମୀକୁ ଜିମା ଦେଲା ସ୍ତ୍ରୀ । ନିଜ ସ୍ତ୍ରୀକୁ ଠକି ରାଜ୍ୟ ତଥା ରାଜ୍ୟ ବାହାରେ ମିଛ ପ୍ରଲୋଭନ ଦେଖାଇ ଅନେକ ଝିଅକୁ ବିବାହ କରିଥିବା ଅଭିଯୋଗ । ୩ରୁ ୪ଜଣ ଝିଅକୁ ବବାହ କରିଥିବା ଅଭିଯୋଗ କରିଛନ୍ତି ମହିଳା । ନିଜକୁ କେତେବେଳେ ଡାକ୍ତର ଆଉ କେତେବେଳେ ଇଞ୍ଜିନିୟର ପରିଚୟ ଦେଉଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.