Below header

ଲଗାଣ ବର୍ଷାରେ ଗଜପତି ଜିଲ୍ଲାରେ ଭୂସ୍ଖଳନ, ପାହାଡ଼ରୁ ମାଟି ଅତଡ଼ା ସହ ବର୍ଷା ଜଳ ପଶିଆସିଛି ଗାଁ ଭିତରକୁ

ଗଜପତି(କେନ୍ୟୁଜ୍): ଲଗାଣ ବର୍ଷାରେ ଭୂସ୍ଖଳନ । ଗତ କିଛି ଦିନ ଧରି ଲାଗିରହିଥିବା ଲଗାଣ ବର୍ଷା ଯୋଗୁ ଗଜପତି ଜ଼ିଲ୍ଲା ଗୁମ୍ମା ବ୍ଲକ ବଡକଳା କୋଟ ଗ୍ରାମପଞ୍ଚାୟତ ଅନ୍ତର୍ଗତ ବଙ୍ଗଡିସିଂ ଓ ଜଙ୍ଗଜଙ୍ଗଲ ଗାଁରେ ଭୂସ୍ଖଳନ ହୋଇଛି। ପାହାଡ଼ ଉପରୁ ମାଟି ଅତଡ଼ା ସହ ବର୍ଷା ଜଳ ଗାଁ ମଧ୍ୟକୁ ଚାଲିଆସିଥିବା ଦେଖାଦେଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.