Below header
Browsing Tag

complain raised

ଅଙ୍ଗନବାଡ଼ିରେ ଚାକିରି ପାଇଁ ପରିବାରକୁ ବାସନ୍ଦ ଅଭିଯୋଗ

ଅଙ୍ଗନବାଡ଼ିରେ ଚାକିରି ପାଇଁ ପରିବାରକୁ ବାସନ୍ଦ ଅଭିଯୋଗ। କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ କଲେ ଅଭିଯୋଗକାରିଣୀ। ଢେଙ୍କାନାଳ ଜିଲ୍ଲା ଭୂବନ ବ୍ଲକ ଜୟପୁର ଗାଁ ପାଇଁ ଅଙ୍ଗନାବାଡି ନିଯୁକ୍ତି ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଏହା ପରେ ସେହି ଗାଁର ଜ୍ୟୋତିର୍ମୟୀ…

ସୋସିଆଲ ମିଡିଆରେ ମେସେଜ କରି ସମ୍ପର୍କ ଶେଷ କଲେ ସ୍ୱାମୀ, ମାମଲା ରୁଜୁ

ପୁଣେରେ ସୋସିଆଲ ମିଡିଆରେ ପତ୍ନୀଙ୍କୁ ଟ୍ରିପଲ ତଲାକ ଦେଇଥିବାରୁ ପୁରୁଷଙ୍କ ବିରୋଧରେ ମାମଲ । । ଅଭିଯୋଗକାରୀଙ୍କ କହିବା ଅନୁସାରେ ତାଙ୍କ ସ୍ୱାମୀ ଏକ ବାର୍ତ୍ତା ପଠାଇଥିଲେ । ଯେଉଁଥିରେ ସୋସିଆଲ ମଡିିଆରେ ତଲାକ ତିନିଥର କୁହାଯାଇଥିଲା । ପୁଣେର ଜଣେ ୩୨ବର୍ଷ ବୟସ୍କା ମହିଳା ସୋସିଆଲ ମିଡିଆ…

କନିଷ୍ଠ ଯନ୍ତ୍ରୀଙ୍କୁ ଉଠବସ୍ କରିବା ଘଟଣା, ବିଧାୟକଙ୍କ ବିରୋଧରେ ଥାନାରେ ଏତଲା

ପାଟଣାଗଡ଼ ବିଧାୟକ ସରୋଜ ମେହେରଙ୍କ ନାଁରେ ଏତଲା। ବିଧାୟକ ଉଠ୍ ବସ୍ କରାଇଥିବା କନିଷ୍ଠ ଯନ୍ତ୍ରୀଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଅଭିଯୋଗ କରିଛନ୍ତି। ବିଧାୟକ ଜାତିଆଣ ଆକ୍ଷେପ କରିଥିବା ଅଭିଯୋଗ ହୋଇଛି। ସେ ଏତଲାରେ ଦର୍ଶାଇଛନ୍ତି ଯେ, ବିଧାୟକ ଓ ତାଙ୍କ କର୍ମୀ ତାଙ୍କ ସ୍ୱାମୀଙ୍କୁ ଘରୁ ଡ଼ାକି…