ବେଙ୍ଗ ବିଷରେ ରହିଛି ଖାସ୍ ଗୁଣ, ମଣିଷର ରୋଗକୁ କମାଇବାରେ କରେ ସାହାଯ୍ୟ
ପ୍ରକୃତିର ଏକ ଖାସ୍ ପ୍ରାଣୀ ହେଉଛି ବେଙ୍ଗ । କିଛି ବେଙ୍ଗ ବିଷାକ୍ତ ହୋଇଥିବାବେଳେ କିଛି ବେଙ୍ଗଙ୍କ ମଧ୍ୟରେ ବିଷ ନଥାଏ । ତେବେ ବେଙ୍ଗର ବିଷ ବହୁତ କାମରେ ଆସିଥାଏ । ଯାହା ଅନେକ ରୋଗକୁ ଠିକ୍ କରିବାରେ ସହାୟକ ହୋଇଥାଏ ।
ବିଭିନ୍ନ ପ୍ରକାରର ବେଙ୍ଗର ବିଷରେ ବିଭିନ୍ନ ପ୍ରକାରର ବିଷାକ୍ତ…