ବାଲେଶ୍ବର: ନୀଳଗିରିରେ ପ୍ରେମ ପାଇଁ ନାବାଳିକା ପିଇଲେ ବିଷ, ଡାକ୍ତରଖାନାରେ ବୁଜିଲେ ଆଖି

ବାଲେଶ୍ବର(କେନ୍ୟୁଜ୍):  ବାଲେଶ୍ବର ଜିଲ୍ଲା ନୀଳଗିରି ଥାନା ଅନ୍ତର୍ଗତ ବାଘମରା ଅଞ୍ଚଳରେ ନାବାଳିକାଙ୍କ ଆତ୍ମହତ୍ୟା । ପ୍ରେମବ୍ୟାପାରକୁ ଘରଲୋକ ବିରୋଧ କରିବାରୁ ନାବାଳିକା ଜଣକ ଆତ୍ମହତ୍ୟା କରଥିବାର ସୂଚନା ମିଳିଛି  ।

ଗତକାଲି ନାବାଳିକା ଜଣକ ବିଷ ପିଇ ଗୁରୁତର ଅବସ୍ଥାରେ ବାଲେଶ୍ଵର ମେଡ଼ିକାଲରେ ଭର୍ତ୍ତି ହୋଇଥିଲେ । ଆଜି ନାବାଳିକା ଜଣଙ୍କ ମୃତ୍ୟୁ ଘଟିଛି ।  ସ୍ଥାନୀୟ ଜୟଦୂର୍ଗା ଇଟାଭାଟିରେ ନାବାଳିକା ଜଣକ କାମ କରୁଥିଲେ  । ପରିବାର ଲୋକେ ଜଣଙ୍କ ନାମରେ ଅଭିଯୋଗ ଆଣିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.