ଘରୁ ମୋବାଇଲ୍ ଓ ଟଙ୍କା ନେଇ ଫେରାର ନାବାଳିକାର ମିଳିଲା ମୃତଦେହ, ୨ ଜଣଙ୍କୁ ବାନ୍ଧିଲା ପୋଲିସ୍
ବରଗଡ଼/ସମ୍ବଲପୁର : ପୁଣି ନାବାଳିକାଙ୍କୁ ହତ୍ୟା । ଘରୁ ମୋବାଇଲ ଟଙ୍କା ନେଇ ଫେରାର ହୋଇଯାଇଥିବା ନାବାଳିକାଙ୍କ ମୃତଦେହ ଠାବ । ଜଙ୍ଗଲରୁ ମିଳିଲା ନାବାଳିକାଙ୍କ ମୃତଶରୀର । ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାରବର୍ଗ । ୨ଜଣ ଅଭିଯୁକ୍ତଙ୍କୁ ଗିରଫ କଲା ବରଗଡ଼ ଟାଉନ ପୋଲିସ୍ ।
ଗତ…