Browsing Tag

container accident

ଓଲଟିଲା ଗୋ-ଚାଲାଣ କଣ୍ଟେନର : ଆଖିବୁଜିଲେ ୨୦ ଗୋରୁ

ସୁବର୍ଣ୍ଣପୁର (କେନ୍ୟୁଜ୍):  ଓଲଟିଲା ଗୋ-ଚାଲାଣ କରୁଥିବା କଣ୍ଟେନର। ୨୦ ଗୋରୁ ମୃତ ଅନେକ ଆହତ। ବୁର୍ଡ଼- ସୋନପୁର ରାସ୍ତାର ବିଶିମୁଣ୍ଡା ଛକରେ ଘଟିଛି ଏହି ଦୁର୍ଘଟଣା । ପଶ୍ଚିମବଙ୍ଗ ନମ୍ବର ଥିବା ଏକ କଣ୍ଟେନରରେ ଶତାଧିକ ଗୋରୁ ବିଝେଇ ହୋଇ ଚଲାଣ ହେଉଥିବା ସମୟରେ ଭାରସାମ୍ୟ ହରାଇ ବିଶିମୁଣ୍ଡା…

ସ୍କୁଟିକୁ ପଛପଟୁ ଧକ୍କା ଦେଇ ଜଳିଗଲା କୁରକୁରେ ବୋଝେଇ କଣ୍ଟେନର, ଜଣେ ମୃତ

ଜଳେଶ୍ବର(କେନ୍ଯୁଜ୍): ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ୬୦ ନଂ ଜାତୀୟ ରାଜପଥ ଜମାଳପୁର ବାଇପାସ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ସ୍କୁଟିକୁ ପଛପଟୁ ଧକ୍କା ଦେଲା କୁରକୁରେ ବୋଝେଇ କଣ୍ଟେନର । ଯାହାଫଳରେ ସ୍କୁଟି ଚାଳକଙ୍କ ମୃତ୍ଯୁ ହୋଇଥିବା ଜଣାପଡିଛି । ତେବେ ଧକ୍କା ଦେବା…