Browsing Tag

corn benefits

ମକା ସିଝାଇବା ବେଳେ ସୂତା ଭଳି ଜିନିଷ ବା କର୍ନ ସିଲ୍କ ଫୋପାଡି ଦେଉଛନ୍ତି କି ? ଜାଣନ୍ତୁ ଏହାର ଫାଇଦା

ମକା ଆପଣ ନିଶ୍ଚିତ ଖାଇଥିବେ। ଏହା ଏକ ଦେଶୀ ଖାଦ୍ୟ। ମକାର ସ୍ୱାଦ ଅଧିକାଂଶ ଲୋକଙ୍କୁ ଆକର୍ଷିତ କରିଥାଏ। ଭାରତରେ ଅଧିକାଂଶ ଲୋକ ମକାକୁ ପୋଡି ଖାଇବାକୁ ବେଶି ପସନ୍ଦ କରନ୍ତି। କିନ୍ତୁ ଆଜିକାଲି ମାର୍କେଟରେ ସିଝା ମକା ବିକ୍ରି ହେଉଛି। ଆଉ ଲୋକେ ମଧ୍ୟ ଏହାକୁ ବେଶି ଖାଉଛନ୍ତି। କ୍ୟାଲୋରୀର…

ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ କରେ “ମକା”, ଜାଣନ୍ତୁ ଫାଇଦା

ପିଲାଙ୍କ ଶାରୀରିକ ଓ ମାନସିକ ବିକାଶ ପାଇଁ ମକା ବହୁତ ଲାଭଦାୟକ ହୋଇଥାଏ। ମକାରେ ଫାଇବର, ଭିଟାମିନ ଏବଂ ଆଣ୍ଟିଅକ୍ସିଡେଣ୍ଟ ଭଳି ତତ୍ତ୍ୱ ଭରି ହୋଇ ରହିଛି। ଏହାକୁ ଖାଇବା ଦ୍ୱାରା ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ଏଥିରେ ପର୍ଯ୍ୟାପ୍ତ ପରିମାଣର ପ୍ରୋଟିନ ଏବଂ କାର୍ବୋହାଇଡ୍ରେଟ ଗୁଣ ମହଜୁଦ…

ସ୍ୱାଦ ପାଇଁ ନୁହେଁ ସ୍ୱାସ୍ଥ୍ୟ ପାଇଁ ଖାଆନ୍ତୁ ମକା

ଦିଲ୍ଲୀ ଏକ ଏପରି ସ୍ଥାନ ଯେଉଁଠି ସବୁ ଋତୁରେ ମକା ଖାଇବାକୁ ମିଳିଥାଏ । ଏଠାକୁ ଆସିଲେ ମକାର ଭିନ୍ନ ଭିନ୍ନ ପ୍ରକାରର ପ୍ରଜାତି ବିଷୟରେ ମଧ୍ୟ ଆପଣ ଜାଣିପାରିବେ । ମେଟ୍ରୋ ଗେଟର ବାହାରେ ହେଉ କିମ୍ବା ଭିତରେ ମକା ସବୁ ସ୍ଥାନରେ ଉପଲବ୍ଧ ହୋଇଥାଏ । ସେ ଆମେରିକାନ କର୍ଣ୍ଣ ମସଲା ହେଉ କିମ୍ବା…