Browsing Tag

corona affect

କୋଭିଡ ଆଲାର୍ମ ଦ୍ୱାରା ଶରୀରର ଗନ୍ଧରୁ ଜାଣିବେ ଆପଣଙ୍କ କୋଭିଡ ରିପୋର୍ଟ, ରିସର୍ଚ୍ଚରୁ ସୂଚନା

କରୋନା ସଂକ୍ରମଣକୁ ଚିହ୍ନଟ କରିବା ପାଇଁ ଏକ ନୂଆ ପଦକ୍ଷେପ ନିଆଯାଇଛି । ଭିଡ଼ ସ୍ଥାନରେ କୋଭିଡ-୧୯ ସଂକ୍ରମଣର ସୂୂଚନା ପାଇବା ପାଇଁ ଖୁବ ଶୀଘ୍ର ଏକ ମେସିନ ଲଞ୍ଚ ହେବାକୁ ଯାଉଛି । ଏହା ଏକ ଇଲେକଟ୍ରୋନିକ ଉପକରଣ , ଯାହା ସାହାଯ୍ୟରେ ଶରୀରର ଗନ୍ଧକୁ ବାରି ଭାଇରସର ଉପସ୍ଥିିତି ସମ୍ପର୍କରେ…

ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କରୋନା କଟକଣା: ଜ୍ୱର, ଥଣ୍ଡା, କାଶ ହେଲେ ମିଳିବ ୧୪ ଦିନ ଛୁଟି

ଭୁବନେଶ୍ବର: ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କରୋନା କଟକଣା । ଜ୍ୱର, ଥଣ୍ଡା, କାଶ ହେଲେ ମିଳିବ ୧୪ ଦିନ ଛୁଟି । ସେହିପରି ସରକାରୀ କର୍ମଚାରୀଙ୍କ ଘରୁ ଯଦି କୌଣସି ବ୍ୟକ୍ତି ବିଦେଶରୁ ଫେରିଥିବେ, ତେବେ ସେହି କର୍ମଚାରୀ ମଧ୍ୟ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ । ଏହା ସହ ଲୋକସେବା ଭବନରେ…

ତାଜ ମହଲ ଉପରେ ପଡିଲା କରୋନା ପ୍ରଭାବ, ନିରାଶ ହୋଇ ଫେରିଲେ ପର୍ଯ୍ୟଟକ

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶର ସମସ୍ତ ସ୍ମାରକ ଗୁଡିକୁ ମଙ୍ଗଳବାର ଠାରୁ ବନ୍ଦ କରି ଦିଆଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ନୋଟିସ ଜରିଆରେ ଏହି ସୂଚନା ଦେଇଛନ୍ତି । ନୋଟିସ ଜାରି ହେବା ପରେ ୬୫୦୦ ରୁ ଉର୍ଦ୍ଦ୍ୱ ପର୍ଯ୍ୟଟକ ବିନା ଦେଖି ଫେରିଯିବାକୁ ବାଧ୍ୟ ହୋଇଛନ୍ତି ।…