ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କରୋନା କଟକଣା: ଜ୍ୱର, ଥଣ୍ଡା, କାଶ ହେଲେ ମିଳିବ ୧୪ ଦିନ ଛୁଟି

ଭୁବନେଶ୍ବର: ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କରୋନା କଟକଣା । ଜ୍ୱର, ଥଣ୍ଡା, କାଶ ହେଲେ ମିଳିବ ୧୪ ଦିନ ଛୁଟି । ସେହିପରି ସରକାରୀ କର୍ମଚାରୀଙ୍କ ଘରୁ ଯଦି କୌଣସି ବ୍ୟକ୍ତି ବିଦେଶରୁ ଫେରିଥିବେ, ତେବେ ସେହି କର୍ମଚାରୀ ମଧ୍ୟ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ । ଏହା ସହ ଲୋକସେବା ଭବନରେ ସାଧାରଣ ଲୋକଙ୍କୁ ବାରଣ କରାଯାଇଛି । କରୋନା ପାଇଁ ଭିଜିଟର ପାସ୍‌ ମଧ୍ୟ ବାତିଲ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.