Browsing Tag

corona restriction

ଅମାନିଆମାନେ ସାବଧାନ, ମାସ୍କ ନ ପିନ୍ଧିଲେ ଦୁଇଗୁଣା ଜରିମାନା ଦେବ

କେନ୍ୟୁଜ୍(ବ୍ୟୁରୋ):  କରୋନା ମୁକାବିଲା ନେଈ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗୁରୁତ୍ବପୂର୍ଣ୍ଣ ବାର୍ତ୍ତା । ଆଜିଠାରୁ ୧୪ ଦିନ ମାସ୍କ ଅଭିଯାନ ନେଇ ଲୋକଙ୍କୁ  କଲେ  ଅପିଲ୍। ଆଜିଠୁ ସଂକଳ୍ପ ନେବା ଆମେ ସମସ୍ତେ ମାସ୍କ ପିନ୍ଧିବା। ମାସ୍କ ନପିନ୍ଧିଲେ ଦୁଇଗୁଣା  ଫାଇନ ଆଦାୟ ହେବ। ଏହା ସହ…

ଫେରିଲା ଆଇସୋଲେସନ, ୧୨ ରାଜ୍ୟରୁ ଫେରୁଥିବା ଯାତ୍ରୀ ୭ ଦିନ ଗୃହ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ସମ୍ଭାବ୍ୟ ଦ୍ୱିତୀୟ ପର୍ଯ୍ୟାୟ କୋଭିଡ୍ ସଂକ୍ରମଣ ରୋକିବାକୁ ନିୟମ କଡ଼ାକଡ଼ି କର । ଆଜି ଲୋକସେବା ଭବନରୁ ଭିସିରେ ବିଭିନ୍ନ ଜିଲ୍ଲାର କୋଭିଡ୍ ସ୍ଥିତି ସମୀକ୍ଷା କରି ଏହି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ସଂକ୍ରମଣ ରୋକିବାକୁ ଗ୍ରାମ…

ବ୍ରହ୍ମପୁରରେ କୋହଳ ହେଲା କରୋନା କଟକଣା, ଆଜିଠାରୁ କରିପାରିବେ ସହରକୁ ପ୍ରବେଶ ଓ ପ୍ରସ୍ଥାନ

ବ୍ରହ୍ମପୁର: ବ୍ରହ୍ମପୁରରେ କୋହଳ ହେଲା କରୋନା କଟକଣା। ଆଜିଠୁ ବ୍ରହ୍ମପୁର ସହରକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ ଲାଗିଥିବା କଟକଣା ଉଠିବ । ଏନେଇ ବ୍ରହ୍ମପୁର ମହାନଗର ନିଗମ କମିଶନର ସୂଚନା ଦେଇଛନ୍ତି । ସେହିପରି ମାର୍କେଟ ଖୋଲିବା ସମୟସୀମାରେ ପରିବର୍ତ୍ତନ କରାଯାଇଛି । ପ୍ରତିଦିନ ସକାଳ ୫ଟାରୁ…

ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କରୋନା କଟକଣା: ଜ୍ୱର, ଥଣ୍ଡା, କାଶ ହେଲେ ମିଳିବ ୧୪ ଦିନ ଛୁଟି

ଭୁବନେଶ୍ବର: ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ କରୋନା କଟକଣା । ଜ୍ୱର, ଥଣ୍ଡା, କାଶ ହେଲେ ମିଳିବ ୧୪ ଦିନ ଛୁଟି । ସେହିପରି ସରକାରୀ କର୍ମଚାରୀଙ୍କ ଘରୁ ଯଦି କୌଣସି ବ୍ୟକ୍ତି ବିଦେଶରୁ ଫେରିଥିବେ, ତେବେ ସେହି କର୍ମଚାରୀ ମଧ୍ୟ ୧୪ ଦିନ କ୍ୱାରେଣ୍ଟାଇନ୍‌ରେ ରହିବେ । ଏହା ସହ ଲୋକସେବା ଭବନରେ…