କରୋନା ସଂକ୍ରମିତ ହେବା ପରେ କେତେ ଦିନ ଯାଏଁ ଶରୀରରେ ରହିଥାଏ ଆଣ୍ଟିବଡି?
ପୂରା ବିଶ୍ୱ ଗତ ବର୍ଷେ ହେଲା କରୋନା ଭାଇରସ ସହ ଲଢ଼େଇ କରୁଛି। ଇତିମଧ୍ୟରେ କରୋନା ଟିକା ବି ବାହାରି ସାରିଲାଣି। କିନ୍ତୁ ଯେଉଁମାନେ ସଂକ୍ରମିତ ହୋଇସାରିଛନ୍ତି, ତାଙ୍କ ଶରୀରରେ ଦୀର୍ଘଦିନ ଯାଏଁ ଆଣ୍ଟିବଡି ରହିଥାଏ। ମାତ୍ର ଏନେଇ ଭିନ୍ନ ଭିନ୍ନ ରିସର୍ଚ୍ଚରେ ଅଲଗା ଅଲଗା କଥା ସାମ୍ନାକୁ ଆସୁଛି।…