Below header
Browsing Tag

corona case in india

ଦେଶରେ କରୋନା ବିସ୍ଫୋରଣ: ୧୦ ହଜାର ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ :  ଦେଶରେ କରୋନା ବିସ୍ଫୋରଣ। ୧୦ ହଜାର ଟପିଲା ଦୈନିକ ସଂକ୍ରମଣ। ଗତ ୨୪ ଘଣ୍ଟାରେ ଦେଶରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୧୫୮ ପଜିଟିଭ୍‌ । ୭ ମାସରେ ସର୍ବାଧିକ ରହିଛି ଦୈନିକ କେସ୍‌। ଗତକାଲି ଏହି ସଂଖ୍ୟା ଥିଲା ୭ହଜାର ୮୩୦ । ସଂକ୍ରମଣ ସହ ଉପରମୁହାଁ କୋଭିଡ୍‌ ଆକ୍ଟିଭ୍‌ କେସ୍‌ ।…

ଦେଶରେ ଲକ୍ଷେ ଟପିଲା କରୋନା ସଂକ୍ରମଣ: ଦିନକରେ ୧ ଲକ୍ଷ ୧୭ ହଜାର ୧୦୦ ସଂକ୍ରମିତ ଚିହ୍ନଟ, ୩୦୨ ମୃତ

ଦେଶରେ ଲକ୍ଷେ ଟପିଲା କରୋନା ସଂକ୍ରମଣ। ଗୋଟିଏ ଦିନରେ ୧ଲକ୍ଷ ୧୭ ହଜାର ୧୦୦ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଦିନକରେ ୨୮.୮ ପ୍ରତିଶତ ବଢ଼ିଛି ସଂକ୍ରମଣ। ୧୦ ଦିନରେ ଦୈନିକ ମାମଲା ୧୮ ଗୁଣା ବୃଦ୍ଧି ପାଇଛି। ଡିସେମ୍ବର ୨୮ ତାରିଖରେ ଦେଶରେ କରୋନା ସଂକ୍ରମଣ ଥିଲା ୬ହଜାର ୩୫୮। ଅନ୍ୟପଟେ…

ଦିନକୁ ଦିନ ଦେଶରେ ବଢିବାକୁ ଲାଗିଛି କରୋନା ସଂକ୍ରମଣ, ସାଢ଼େ ୩ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ

ଦେଶରେ ସାଢ଼େ ୩ ଲକ୍ଷ ମୁହାଁ ଦୈନିକ ସଂକ୍ରମଣ । ଲଗାତର ଚତୁର୍ଥ ଦିନ ପାଇଁ ୩ ଲକ୍ଷ ଉପରେ କରୋନା ପଜିଟିଭ୍ ସଂଖ୍ୟା ଚିହ୍ନଟ ହୋଇଛନ୍ତି । ସେହିଭଳି ପଞ୍ଚମ ଦିନ ପାଇଁ ୨୦୦୦ ଉପରେ ମୃତ୍ୟୁସଂଖ୍ୟା ରହିଛି । ଗତ ୨୪ ଘଣ୍ଟାରେ ୩ ଲକ୍ଷ ୪୯ ହଜାର ନୂଆ ପଜିଟିଭ ଚିହ୍ନଟ ହୋଇଥିବା ବେଳେ…

ସଂକ୍ରମଣ ମାମଲାରେ ସବୁଠାରୁ ବଡ ହ୍ରାସ, ଗତ ୨୪ ଘଣ୍ଟାରେ କେତେ ସଂକ୍ରମିତ ଚିହ୍ନଟ ହେଲେ ଜାଣନ୍ତୁ

କରୋନା ଭାଇରସ ଦୈନିକ ମାମଲାରେ ନିକଟରେ ସବୁଠାରୁ ବଡ ହ୍ରାସ ଘଟିଥିବା ଦେଖିବାକୁ ମିଳିଛି। ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ ଧରଣର ହ୍ରାସ ବୋଲି ମନେ କରାଯାଉଛି । ଗତ ୨୪ଘଣ୍ଟାରେ ୨୦,୦୬୫ ନୂଆ ରିପୋର୍ଟ ସାମ୍ନାକୁ ଆସିଛି। ସେହିପରି କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା…

ଖୁସିଖବର: ଭାରତ ଲକଡାଉନରେ ହାରୁଛି କରୋନା, ନୂଆ ସଂକ୍ରମଣ ସଂଖ୍ୟା କମ, ସୁସ୍ଥ ହେଉଛନ୍ତି କରୋନା ରୋଗୀ

ଭାରତକୁ ୨୧ ଦିନ ପର୍ଯ୍ୟନ୍ତ ଲକ ଡାଉନ୍ କରିଦିଆଯାଇଛି, ତେବେ ଏହା ଦୁନିଆର ସବୁଠାରୁ ବଡ ଲକ୍ ଡାଉନ୍ । ପ୍ରାୟ ୧୩୦ କୋଟି ଭାରତୀୟ ଏବେ ଘରେ ବନ୍ଦ ହୋଇ ରହିଛନ୍ତି । ଏହା ମଧ୍ୟରେ ସରକାର କିଛି ମାତ୍ରାରେ କରୋନା ଭାଇରସ୍ ରୋକିବାରେ ସଫଳ ମଧ୍ୟ ହୋଇଛନ୍ତି । ସୂଚନା ଅନୁଯାୟୀ ମଙ୍ଗଳବାର କରୋନା…