Below header
Browsing Tag

corona death toll

ରାଜ୍ୟରେ ଗତ ୨୪ ଘଣ୍ଟାରେ ୫ ହଜାର ୮୯୬ ପଜିଟିଭ୍‌ ଚିହ୍ନଟ, ଗଲା ୪୫ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ୮ ପ୍ରତିଶତକୁ ଖସିଲା ସଂକ୍ରମଣ । ଆଜି ପଜିଟିଭିଟି ରେଟ୍‌ ରହିଛି ୮.୫୫ ପ୍ରତିଶତ । ଯାହାକି ଗତକାଲି ଥିଲା ୯.୧୦ ପ୍ରତିଶତ। ୨୪ ଘଣ୍ଟାରେ ୬୮ ହଜାର ୮୯୬ ଟେଷ୍ଟିଂ ହୋଇଥିବାବେଳେ ୫ ହଜାର ୮୯୬ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଟପ୍‌ ୫ ଜିଲ୍ଲାରେ ରହିଛି ଖୋର୍ଦ୍ଧା, ଯାଜପୁର,…

ରାଜ୍ଯରେ ଆଉ ୬,୧୧୮ କରୋନା ପଜିଟିଭ୍ ଚିହ୍ନଟ, ୩ ହଜାର ଟପିଲା ମୃତ୍ୟୁ ସଂଖ୍ଯା

ଭୁବନେଶ୍ବର: ରାଜ୍ୟରେ କମୁଛି କରୋନା ସଂକ୍ରମଣ । ୨୪ ଘଣ୍ଟାରେ ଚିହ୍ନଟ ହେଲେ ୬,୧୧୮ ଜଣ କରୋନା ରୋଗୀ। ଏମାନଙ୍କ ମଧ୍ୟରୁ ୩୪୫୩ କ୍ୱାରେଣ୍ଟିନ ସେଣ୍ଟରରେ ଥିବାବେଳେ ୨,୬୬୫ ଲୋକାଲ କଣ୍ଟାକ୍ଟରୁ ଚିହ୍ନଟ । ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି। Covid-19…

ରାଜ୍ୟରେ ଗତ ୨୪ ଘଣ୍ଟାରେ ୮ହଜାର ୭୩୫ କୋଭିଡ ଆକ୍ରାନ୍ତ ଚିହ୍ନଟ, ୩୭ ମୃତ

ଭୁବନେଶ୍ବର: ରାଜ୍ୟରେ ଗତ ୨୪ ଘଣ୍ଟାରେ ୮ହଜାର ୭୩୫ କୋଭିଡ ଆକ୍ରାନ୍ତ ଚିହ୍ନଟ। ଆଉ ୩୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଖୋର୍ଦ୍ଧାରୁ ସର୍ବାଧିକ ୧୨ ଶହ ୨୨ ନୂଆ କେସ୍‌ ରହିଛି। ଦ୍ୱିତୀୟ ସର୍ବାଧିକ ଭାବେ କଟକ ଜିଲ୍ଲାରୁ ୬୭୩ ପଜିଟିଭ୍‌ ରହିଛି। ଗତ ୨୪ ଘଣ୍ଟାରେ ୬୨ ହଜାର ୨୯୩ ଟେଷ୍ଟିଂ…

ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୮ ହଜାର ୩୧୩ ପଜିଟିଭ୍‌ ଚିହ୍ନଟ, ୩୫ ମୃତ

ଭୁବନେଶ୍ବର: ରାଜ୍ୟରେ କମୁଛି ପଜିଟିଭିଟି ହାର । ୧୪ ପ୍ରତିଶତ ତଳକୁ ଖସିଛି ସଂକ୍ରମଣ। ଗତକାଲି ତୁଳନାରେ ରାଜ୍ୟରେ ପଜିଟିଭ୍‌ କେସ୍‌ ମଧ୍ୟ କମ୍‌ ରହିଛି। ଗତ ୨୪ ଘଣ୍ଟାରେ ଆଉ ୮ ହଜାର ୩୧୩ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଉ ୩୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ। ଖୋର୍ଦ୍ଧାରୁ ସର୍ବାଧିକ ୯୭୪…

ଦେଶରେ କରୋନା ସଂକ୍ରମଣ କମୁଥିଲେ ବି କମିନାହିଁ ମୃତ୍ୟୁ ହାର, ମେ ୧୬ରୁ ୨୯ମଧ୍ୟରେ ଗଲାଣି ୫୫ହଜାରରୁ ଅଧିକ ଜୀବନ

ନୂଆଦିଲ୍ଲୀ: ଦେଶରେ କମୁଛି କରୋନା ସଂକ୍ରମଣ, ହେଲେ ମୃତ୍ୟୁ ହାର କମିନାହିଁ। କିଛି ଦିନ ହେବ ଦେଶରେ କରୋନା ଗ୍ରାଫ ତଳମୁହାଁ ହୋଇଛି। ପଜିଟିଭ୍ ରେଟ କମିବା ସହ ସଂକ୍ରମଣ କମିଛି। ମାତ୍ର ଏବେ ବି ଚିନ୍ତାର ବିଷୟ, ମୃତ୍ୟୁ ହାର । ଚଳିତ ମାସର ପ୍ରଥମ ୧୫ ଦିନରେ ୫୮ହଜାର ୪୩୧ ଜଣଙ୍କ ମୃତ୍ୟୁ…

ରାଜ୍ୟରେ ୨୪ ଘଣ୍ଟାରେ ଆଉ ୭ ହଜାର ୧୮୮ ପଜିଟିଭ୍‌ ଚିହ୍ନଟ, ୩୫ ମୃତ

ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କରୋନା ଗ୍ରାଫ୍‌ । ୨୪ ଘଣ୍ଟାରେ ଆଉ ୭ ହଜାର ୧୮୮ ପଜିଟିଭ୍‌ ଚିହ୍ନଟ । ଆଉ ୩୫ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ଖୋର୍ଦ୍ଧାରୁ ସର୍ବାଧିକ ୧୧ଶହ ୩୪ ଆକ୍ରାନ୍ତ ହୋଇଛନ୍ତି। ଦ୍ୱିତୀୟ ସର୍ବାଧିକ କଟକରୁ ୬୯୦ ପଜିଟିଭ୍‌ ରହିଛି। ଗତ ୨୪ ଘଣ୍ଟାରେ ୪୮ ହଜାର ୬୪୯…

ଦେଶରେ କମୁଛି ଦୈନିକ ସଂକ୍ରମଣ: ୨୪ଘଣ୍ଟାରେ ୨ଲକ୍ଷ ୧୧ହଜାର ୨୯୮ ପଜିଟିଭ୍, ୩୮୪୭ ମୃତ

ନୂଆଦିଲ୍ଲୀ: ଦେଶରେ କମୁଛି ଦୈନିକ କରୋନା ସଂକ୍ରମଣ। ୨୪ଘଣ୍ଟାରେ ଦେଶରେ ସଂକ୍ରମିତ ହୋଇଛନ୍ତି ୨ଲକ୍ଷ ୧୧ହଜାର ୨୯୮। ୩ହଜାର ୮୪୭ଜଣଙ୍କ ଜୀବନ ନେଇଛି କରୋନା। ଆଜିକୁ ମିଶାଇ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୭୩ ଲକ୍ଷ ୬୯ ହଜାର ୯୩ରେ ପହଞ୍ଚିଛି। ମୃତ୍ୟୁ ସଂଖ୍ୟା ୩ଲକ୍ଷ ୧୫ହଜାର…

ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା: ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୫୫ ଆକ୍ରାନ୍ତ ମୃତ

ନୂଆଦିଲ୍ଲୀ : ଦେଶରେ ୩ ଲକ୍ଷ ପାର କଲା କରୋନା ମୃତ୍ୟୁସଂଖ୍ୟା । ଆମେରିକା ଓ ବ୍ରାଜିଲ ପରେ ଏହି ତାଲିକାରେ ତୃତୀୟ ଦେଶ ଭାବରେ ଯୋଡ଼ି ହୋଇଛି ଭାରତ । ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗି ପାରୁନି । ଗତ ୨୪ ଘଣ୍ଟାରେ ଆଉ ୪ ହଜାର ୪୫୫ ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ମୋଟ ମୃତ୍ୟୁସଂଖ୍ୟା ୩ ଲକ୍ଷ ୩…

ରାଜ୍ୟରେ ୧ଲକ୍ଷ ଟପିଲା ଆକ୍ଟିଭ୍‌ କେସ୍‌: ଆଜି ପୁଣି ୧୦ ହଜାର ୬୪୯ ପଜିଟିଭ୍‌ ଚିହ୍ନଟ, ୧୯ ମୃତ

ଭୁବନେଶ୍ବର: ରାଜ୍ୟରେ ୧ଲକ୍ଷ ଟପିଲା ଆକ୍‌ଟିଭ୍‌ କେସ୍‌। ଓଡ଼ିଶାରେ ଆଜି ପୁଣି ୧୦ ହଜାର ଉପରେ କରୋନା ଆକ୍ରାନ୍ତ ଚିହ୍ନଟ । କିନ୍ତୁ ଗତକାଲି ଅପେକ୍ଷା ସାମାନ୍ୟ କମିଛି । ଆଜି ରାଜ୍ୟରୁ ଚିହ୍ନଟ ହୋଇଛନ୍ତି ୧୦ହଜାର ୬୪୯ ପଜିଟିଭ୍‌ । ଗତକାଲି ଏହି ସଂଖ୍ୟା ଥିଲା୧୦ ହଜାର ୯୮୨ । ୨୬ଟି ଜିଲ୍ଲା…

ଦେଶରେ ୨୪ ଘଣ୍ଟାରେ ୩ଲକ୍ଷ ୯୨ହଜାର ୪୮୮ ଜଣ କରୋନାରେ ସଂକ୍ରମିତ, ମୃତ୍ୟୁବରଣ କଲେ ୩,୬୮୯ଜଣ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି ମହାମାରୀ । ୪ ଲକ୍ଷ ତଳକୁ ଖସିଲା ଦୈନିକ ସଂକ୍ରମଣ। ୨୪ ଘଣ୍ଟାରେ ୩ଲକ୍ଷ ୯୨ହଜାର ୪୮୮ ଜଣ କରୋନାରେ ସଂକ୍ରମିତ ହୋଇଛନ୍ତି। ମୃତ୍ୟୁବରଣ କରିଛନ୍ତି ୩ହଜାର ୬୮୯। ସପ୍ତାହରେ ତୃତୀୟ ଥର ପାଇଁ ସାଢ଼େ ୩ ହଜାର ଟପିଲା ମୃତ୍ୟୁସଂଖ୍ୟା। ଦେଶରେ ମୋଟ କରୋନା…

ଦେଶରେ ୪ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ, ପ୍ରାଣ ହରାଇଛନ୍ତି ୩ ହଜାର ୪୭୧ ଜଣ

ନୂଆଦିଲ୍ଲୀ: ଦେଶରେ ଘାତକ ହେଉଛି ମହାମାରୀ । ୪ ଲକ୍ଷ ଟପିଲା ଦୈନିକ କରୋନା ସଂକ୍ରମଣ । ଏପ୍ରିଲ ମାସରେ ଦେଶରେ କେବଳ ଚିହ୍ନଟ ହୋଇଛନ୍ତି ୬୯ ଲକ୍ଷ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଅଗଷ୍ଟ, ସେପ୍ଟେମ୍ବର ଓ ଅକ୍ଟୋବର ଏହି ତିନି ମାସରେ ୬୪ ଲକ୍ଷ ୯୦ ହଜାର ମାମଲା ରିପୋର୍ଟ ହୋଇଥିଲା । ଏବେ ଗୋଟିଏ…

ରାଜ୍ୟରେ ଆଜି ଆଉ ୮୬୮୧ କରୋନା ଆକ୍ରାନ୍ତ ଚିହ୍ନଟ, ଗଲା ୧୪ ଜଣଙ୍କ ଜୀବନ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ୮ ହଜାର୍‌ ପାର କଲା କରୋନା ପଜିଟିଭଙ୍କ ସଂଖ୍ୟା। ଆଉ ୮୬୮୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪ଜଣଙ୍କ ଜୀବନ ନେଇଛି ମାରାତ୍ମକ ଭାଇରସ୍‌। ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୪୦୮ ଜଣ ନୂଆ କେସ୍‌ ରହିଛି। ସୁନ୍ଦରଗଡ଼ରୁ ୭୪୫, କଟକରୁ ୫୭୦ ଓ ପୁରୀ ୫୧୪ ଜଣ…