ସଚେତନ ହେବେ ଭୋଟର, ଉନ୍ମୋଚିତ ହେଲା ‘ମୋ ବୁଥ୍ ଆପ୍’
ଭୁବନେଶ୍ୱର(କେନ୍ୟୁଜ୍): ଭୋଟରଙ୍କୁ ସଚେତନତା ପାଇଁ ‘ମୋ ବୁଥ୍ ଆପ୍’ ଉନ୍ମୋଚିତ । ଏହି ଆପ୍ ମାଧ୍ୟମରେ ମତଦାତାମାନେ ବୁଥ୍ ର ନାଁ ଏବଂ ଏହାର ଅବସ୍ଥିତି ସଂପର୍କରେ ସଠିକ୍ ତଥ୍ୟ ପାଇପାରିବେ । ଏହି ଆପ୍ ଜରିଆରେ ମତଦାନ କେନ୍ଦ୍ରରେ ସେହି ସମୟ ମଧ୍ୟରେ ଭୋଟ ପାଇଁ କେତେ ଜଣ ମତଦାତା ଉପସ୍ଥିତ ଅଛନ୍ତି ତାହା ଜାଣିପାରିବେ । ବୁଥ୍ ସ୍ତରୀୟ ଅଧିକାରୀମାନେ ମତଦାନ କେନ୍ଦ୍ରରେ କେତେଜଣ ଭୋଟର ଉପସ୍ଥିତ ଅଛନ୍ତି ଏହା ସଂପର୍କରେ ତଥ୍ୟ…
Read More...