Below header
Browsing Tag

corona help

ଏବେ ଏକତା କପୁର ଦେଖାଇଲେ ବଦାନ୍ୟତା, 1 ବର୍ଷର ଦରମା ଦାନ କରିବାକୁ କଲେ ଘୋଷଣା

ଦେଶରେ କରୋନା ସ୍ଥିତିକୁ ନଜରରେ ରଖି ବଲିଉଡର ଅନେକ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ ଦେଇସାରିଲେଣି। ଏବେ ଏଥିରେ ସାମିଲ ହୋଇଛନ୍ତି ଏକତା କପୁର। ଶୁକ୍ରବାର ଏକତା ଏକ ଟୁଇଟ ଜରିଆରେ ଏ ବିଷୟରେ ଜଣାଇଛନ୍ତି। The only way ahead, is together! #StaySafeStayHealthy…

କରୋନା ବିରୋଧୀ ଲଢେଇରେ ସହାୟତାର ହାତ ବଢାଇଲା କୋଲକତା ନାଇଟ ରାଇଡ଼ର୍ସ, ଟୁଇଟରରେ କଲା ଅବଗତ

ଇଣ୍ଡିଆନ ପ୍ରିମିୟମ ଲିଗର ପୂର୍ବ ଚାମ୍ପିୟନ କୋଲକତା ନାଇଟ ରାଇଡ଼ର୍ସ କରୋନା ବିରୋଧୀ ଲଢେଇରେ ପ୍ରଧାନମନ୍ତ୍ରୀ ରିଲିଫ ଫଣ୍ଡକୁ ଦାନ କରିଛି। ଏକ ବୟାନରେ କୁହାଯାଇଛି, ବଲିଉଡ ଷ୍ଟାର ଶାହରୁଖ ଖାନ ଏବଂ କମ୍ପାନୀର ଅନ୍ୟ ସଦସ୍ୟମାନେ ମିଶି ଏହି ଦାନ ଦେଇଛନ୍ତି। ବୟାନ ମୁତାବକ, ଆଇପିଏଲର…

କରୋନା ପୀଡିତଙ୍କ ପାଇଁ ଫଣ୍ଡ ଜୁଟାଇବେ ଏହି କ୍ରିକେଟର, ୱାର୍ଲଡ କପ ଫାଇନାଲର ଜର୍ସିକୁ କରିବେ ନିଲାମ

ଇଂଲଣ୍ଡର ଉଇକେଟ କିପର ତଥା ବ୍ୟାଟ୍ସମ୍ୟାନ ଜୋସ ବଟଲର କରୋନା ଲଢେଇ ପାଇଁ ଲଣ୍ଡନର ଦୁଇଟି ହସ୍ପିଟାଲକୁ ଆର୍ଥିକ ସାହାଯ୍ୟ କରିବେ । ଏଥିପାଇଁ ସେ 2019 ୱାର୍ଲଡ କପ ଫାଇନାଲର ନିଜର ଜର୍ସିକୁ ନିଲାମ କରିବେ । ଗତବର୍ଷ ଜୁଲାଇ 14ରେ ଲଡସରେ ଖେଳାଯାଇଥିବା ୱାର୍ଲଡ କପ ଫାଇନାଲର ରୋମାଞ୍ଚକ ମ୍ୟାଚରେ…