Browsing Tag

corona tablet

କରୋନା ଲଢେଇ ହେବ ସହଜ, ବଜାରକୁ ଅସୁଛି କୋଭିଡ଼ ବଟିକା

କେନ୍ୟୁଜ୍(ବ୍ୟୁରୋ): ଆସୁଛି କୋଭିଡ୍‌ ବଟିକା। କୋଭିଡ୍‌କୁ ହରାଇବାକୁ ଟିକା ଉପରେ ଫୋକସ ଥିବା ବେଳେ ପ୍ରସ୍ତୁତ ହେଲାଣି କୋଭିଡ୍‌ ବଟିକା। ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ କୋ ପିଲ୍‌ ନିର୍ମାଣ କରିଛି। ଏହାର ନାଁ ରହିଛି ମୋଲ୍‌ନୁପିରାଭିର। କମ୍ପାନୀର ଦାବି ଏହି ପିଲ୍‌ ଦ୍ୱାରା ରୋଗୀଙ୍କ…

Dr. Reddy’s Laboratories ଲଞ୍ଚ୍‌ କଲା କରୋନା ମେଡିସିନ୍ Avigan, ୪୨ ସହରରେ ହେବ ମାଗଣା ହୋମ୍‌ ଡେଲିଭରି

ଭାରତର ବଡ଼ ଫାର୍ମା କମ୍ପାନୀ Dr. Reddy Laboratories ବୁଧବାର କରୋନା ଭାଇରସ୍‌ ମହାମାରୀର ଚିକିତ୍ସା ପାଇଁ ଔଷଧ Avigan ଟାବ୍‌ଲେଟର ବଜାର ପ୍ରବେଶ ନେଇ ଘୋଷଣା କରିଛି। ଏହି ମେଡିସିନ୍‌ କୋଭିଡ୍‌-୧୯ର ଚିକିତ୍ସାରେ ସହାୟକ ହେବ। କମ୍ପାନୀ ଏବେ Avigan ର ୨୦୦ ମିଲିଗ୍ରାମ୍‌ ବଟିକାକୁ ଭାରତରେ…