Below header
Browsing Tag

coronavirus awareness

ଇଟାଲୀରେ କରୋନା ସ୍ଥିତି ସାଂଘାତିକ, ମୃତକଙ୍କ ଶେଷକୃତ୍ୟ ପାଇଁ ଆଉ ମଶାଣିରେ ମିଳୁ ନାହିଁ ଜାଗା

ଇଟାଲୀ: ଇଟାଲୀରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ଏପର୍ଯ୍ୟନ୍ତ ୧୦ ହଜାର ୭୭୯ ଲୋକ ପ୍ରାଣ ହରାଇଲେଣି । ଏଭଳି ସ୍ଥିତିରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ମୃତକଙ୍କ ଶେଷକୃତ୍ୟ ପାଇଁ ସ୍ଥାନ ମିଳୁନାହିଁ । ଏତେ ସଂଖ୍ୟାରେ ମୃତଦେହକୁ ପୋତିବା ପାଇଁ ମଶାଣିରେ ସ୍ଥାନ ନାହିଁ…

ସୁନ୍ଦରଗଡ ସର୍ଗିପାଲି ଗାଁ ମୁଣ୍ଡରେ ବନ୍ଧାଗଲା ରସି, ବାହାର ଲୋକଙ୍କୁ ପ୍ରବେଶ ମନା

ସୁନ୍ଦରଗଡ: କରୋନା ପାଇଁ ସୁନ୍ଦରଗଡ ସର୍ଗିପାଲି ଗ୍ରାମବାସୀଙ୍କ ଦ୍ୱାରା ଗାଁ ମୁଣ୍ଡରେ ଲକ ଡାଉନ। ଗାଁ ମୁଣ୍ଡରେ ଏକ ରସି ବାନ୍ଧି ରାସ୍ତାକୁ ବନ୍ଦ କରି ଦିଆଯାଇଛି। ଗାଁ ଭିତରକୁ ବାହାର ଲୋକଙ୍କୁ ପଶିବାକୁ ଦେଉନାହାନ୍ତି ଲୋକେ। ଗାଁ ମଧ୍ୟରେ କୌଣସି ସାମଗ୍ରୀ କିଣିବାକୁ ଗଲେବି ହାତ ଧୋଇ ପୁଣି…

ଲକ୍‌ ଡାଉନ ସମୟରେ ମହାନତା ଦେଖାଇଲେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ପୋଲିସ୍‌, ବସ୍ତିରେ ବୁଲି ବାଣ୍ଟିଲେ ଖାଦ୍ୟ ପୁଡିଆ

କେନ୍ଦୁଝର: ଲକ୍‌ ଡାଉନ ସମୟରେ ମହାନତା ଦେଖାଇଲେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ପୋଲିସ୍‌ । ଲୋକଙ୍କ ଘରେ ପହଞ୍ଚି ବିସ୍କୁଟ ଓ ଛୋଟ ଛୁଆଙ୍କ ପାଇଁ କେକ୍‌ ପହଞ୍ଚାଉଥିବା ଦେଖିବାକୁ ମିଳିଛି । ଆଦିବାସୀ ବହୁଳ ବସ୍ତିରେ ରହୁଥିବା ରିକ୍ସାବାଲା, ଟ୍ରଲିବାଲା ଓ ଦିନ ମଜୁରିଆଙ୍କ ଘରେ ପହଞ୍ଚି…

ସୁନ୍ଦରଗଡ଼ରେ କରୋନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପ୍ରୟାସ ଜାରି, ଲକ୍‌ଡାଉନ୍‌ ସମୟରେ କଳାବଜାରୀ କଲେ ନିଆଯିବ…

ସୁନ୍ଦରଗଡ଼ : ସୁନ୍ଦରଗଡ଼ ଜିଲ୍ଲାରେ କରୋନା ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ଏନେଇ ଜିଲ୍ଲାପାଳ ନିଖିଳ ପବନ କଲ୍ୟାଣ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଲକ୍‌ଡାଉନ୍‌ ସମୟରେ କଳାବଜାରୀ ରୋକିବା ପାଇଁ ରାଉରକେଲା ସହରବାସୀଙ୍କ ଘରେ ରାସନ…

କରୋନା ମୁକାବିଲା ପାଇଁ ସାଂସଦ ଅନୁଭବ ମହାନ୍ତି ଦେଲେ ୧ କୋଟି ୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସାଂସଦ ଅନୁଭବ ମହାନ୍ତି ୧ କୋଟି ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। କେନ୍ଦ୍ରପଡା ଜିଲ୍ଲା ପାଇଁ ୭୫ ଲକ୍ଷର ଟଙ୍କା ଖର୍ଚ୍ଚ ହେବ । ସେହିପରି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଆସୁଥିବା କଟକ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ପାଇଁ  ୩୦ ଲକ୍ଷ…

ଅସ୍ତରଙ୍ଗ ଓ କାକଟପୁର ଅଂଚଳରେ ଲକ୍ ଡାଉନର ପ୍ରଭାବ, ବାଉଁଶ ପକାଇ ବନ୍ଦ କଲେ ୨୦ଟି ଗାଁର ମୁଖ୍ୟ ରାସ୍ତା

କେନ୍ୟୁଜ୍: କରୋନାକୁ ନେଇ ଜାରି ହୋଇଥିବା ଲକ ଡାଉନର ପ୍ରଭାବ ଦେଖିବାକୁ ମିଳିଛି ଗ୍ରାମାଂଚଳରେ। କାକଟପୁର ଅସ୍ତରଙ୍ଗ ଅଂଚଳର ଅନେକ ଗାଁ ମୁଖ୍ୟ ରାସ୍ତାରେ ଗ୍ରାମବାସୀ ବାଡ ପକାଇ ରାସ୍ତା ବନ୍ଦ କରି ଦେଇଛନ୍ତି । ପ୍ରତି ଗାଁର ଲୋକେ ୨୧ ଦିନ ପାଇଁ ଘରେ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ଏଭଳି…

ଜଟଣୀ ନାରୀ ଶକ୍ତି ସଙ୍ଗଠନ ପକ୍ଷରୁ ପୋଲିସ୍ ଓ ସାମ୍ବାଦିକ ମାନଙ୍କୁ ମାକ୍ସ ଓ ସାନିଟାଇଜର ପ୍ରଦାନ

ଖୋର୍ଦ୍ଧା: ସାରା ବିଶ୍ୱରେ ଏବେ କରୋନା ଭାଇରସକୁ ନେଇ ଆତଙ୍କ ଖେଳିଯାଇଛି । ଏହି ଭଳି ଭାଇରସର ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ସଂକ୍ରମଣକୁ ରୋକିବା ନିମନ୍ତେ ଲୋକମାନଙ୍କୁ ସଚେତନତା କରାଇବା ପାଇଁ ଡାକ୍ତର,ପୋଲିସ ଓ ସାମ୍ବାଦିକ ମାନେ ଦିନରାତି ଅହରହ…

ହାତ ନ ଧୋଇଲେ ଗାଁକୁ ପ୍ରବେଶ ନିଷେଧ, ଗଜପତି ଜିଲ୍ଲା ବଡକତୁରୁ ଗ୍ରାମବସୀଙ୍କ କୋରନା ମୁକାବିଲା ପାଇଁ ଅଭିନବ ପ୍ରୟାସ

ଗଜପତି : ଗଜପତି ଜିଲ୍ଲା ଗୋଷାଣି ବ୍ଲକ ଅନ୍ତର୍ଗତ ବଡକତୁରୁ ଗ୍ରାମର ଗ୍ରାମବସୀଙ୍କ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି । କୋରନା ଭାଇରସକୁ ସେମାନଙ୍କ ଗ୍ରାମରୁ ଦୂରରେ ରଖିବା ପାଇଁ ଗ୍ରାମବାସୀମାନେ ଏକତ୍ରିତ ହୋଇଛନ୍ତି । ଗ୍ରାମକୁ ଗ୍ରାମବାସୀ ହୁଅନ୍ତୁ କି ଅନ୍ୟ କେହି ପ୍ରବେଶ କରିବା…

ଭାରତରେ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା, ୧୩ ଜଣଙ୍କ ଜୀବନ ନେଲାଣି ଭୟଙ୍କର ଭାଇରସ୍‌

ନୂଆଦିଲ୍ଲୀ: ଭାରତରେ ବଢ଼ୁଛି କରୋନା ମୃତ୍ୟୁ ସଂଖ୍ୟା । ଏପର୍ଯ୍ୟନ୍ତ ୧୩ ଜଣଙ୍କ ଜୀବନ ନେଲାଣି ଭୟଙ୍କର ଭାଇରସ୍‌ । ପ୍ରତିଦିନ ଆକ୍ରାନ୍ତ ସଂଖ୍ୟା ବୃଦ୍ଧି ପାଉଛି । ବର୍ତ୍ତମାନ ସୁଦ୍ଧା ୬୪୯ ଜଣ ସଂକ୍ରମିତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୪୨ ଜଣ ସୁସ୍ଥ ହୋଇଛନ୍ତି । ଭାରତରେ ୩୩ ରାଜ୍ୟ ଓ…

ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ଏବେ ସମସ୍ତଙ୍କୁ ଘାରିଛି ପେଟ ଚିନ୍ତା, ବିଭିନ୍ନ ରାଜ୍ୟରେ ଶ୍ରମିକ ମାନଙ୍କ ପାଇଁ ଘୋଷଣା…

ନୂଆଦିଲ୍ଲୀ: ପେଟ ଉପରେ କରୋନା ମାଡ। ଦେଶବ୍ୟାପୀ ଲକ୍‌ଡାଉନ୍‌ ପରେ ଏବେ ସମସ୍ତଙ୍କୁ ଘାରିଛି ପେଟ ଚିନ୍ତା। କାମଧନ୍ଦା ନମିଳିବାରୁ ଚିନ୍ତା ପଡିଛନ୍ତି ଦିନମଜୁରିଆ। ସେପଟେ ବିଭିନ୍ନ ରାଜ୍ୟରେ ଶ୍ରମିକ ମାନଙ୍କ ପାଇଁ ସ୍ୱତନ୍ତ୍ର ଅନୁଦାନ ଘୋଷଣା କରିଛନ୍ତି ସରକାର। କେରଳ ସରକାର କରୋନା ପାଇଁ ୨୦…

ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି କରୋନା ବିରୋଧରେ ଲଢ଼ିବା ପାଇଁ ଦେଶବାସୀଙ୍କୁ କଲେ ଅପିଲ୍, କହିଲେ ସମସ୍ତେ ଏକଜୁଟ…

ମୁମ୍ବାଇ : କରୋନାକୁ ହରାଇବାକୁ ସେଲିବ୍ରିଟିଙ୍କ ଆହ୍ଵାନ । ନେତାଠୁ ଆରମ୍ଭ କରି ଅଭିନେତା ଓ କ୍ରିକେଟର ସମସ୍ତେ ଏକାଠି ହୋଇଛନ୍ତି । ସରକାରଙ୍କ ନିୟମ ମାନି ଘରୁ ନବାହାରିବାକୁ ଆହ୍ଵାନ କରିଛନ୍ତି । ଏହାସହ ବାରମ୍ବାର ହାତ ସଫା କରିବା ସହ ସଚେତନ ରହିବାକୁ ପରାମର୍ଶ ଦେଇଛନ୍ତି ସେଲିବ୍ରିଟି ।…

ଗଞ୍ଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ବିଧାୟକ ପାଣ୍ଠି, କରୋନା ପାଇଁ ନିଜ ନିର୍ବାଚନମଣ୍ଡଳୀରେ ଖର୍ଚ୍ଚ କରିବାକୁ…

ଗଞ୍ଜାମ: ଗଞ୍ଜାମ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀ ଦେଲେ ବିଧାୟକ ପାଣ୍ଠି । କରୋନା ପାଇଁ ନିଜ ନିର୍ବାଚନ ମଣ୍ଡଳୀରେ ଯାହା ଖର୍ଚ୍ଚ ହେବ ଏହି ପାଣ୍ଠିରୁ ଦେବାକୁ ମୁଖ୍ୟମନ୍ତ୍ରୀ କହିଛନ୍ତି । ନିଜ ବିଧାୟକ ପାଣ୍ଠିର ଖର୍ଚ୍ଚ ନିଜ ନିର୍ବାଚନମଣ୍ଡଳୀରେ କରିବାକୁ କହିଛନ୍ତି । ଜିଲ୍ଲାପାଳ ବିଜୟ…