ଲକ୍‌ ଡାଉନ ସମୟରେ ମହାନତା ଦେଖାଇଲେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ପୋଲିସ୍‌, ବସ୍ତିରେ ବୁଲି ବାଣ୍ଟିଲେ ଖାଦ୍ୟ ପୁଡିଆ

କେନ୍ଦୁଝର: ଲକ୍‌ ଡାଉନ ସମୟରେ ମହାନତା ଦେଖାଇଲେ କେନ୍ଦୁଝର ଜିଲ୍ଲା ଝୁମ୍ପୁରା ପୋଲିସ୍‌ । ଲୋକଙ୍କ ଘରେ ପହଞ୍ଚି ବିସ୍କୁଟ ଓ ଛୋଟ ଛୁଆଙ୍କ ପାଇଁ କେକ୍‌ ପହଞ୍ଚାଉଥିବା ଦେଖିବାକୁ ମିଳିଛି । ଆଦିବାସୀ ବହୁଳ ବସ୍ତିରେ ରହୁଥିବା ରିକ୍ସାବାଲା, ଟ୍ରଲିବାଲା ଓ ଦିନ ମଜୁରିଆଙ୍କ ଘରେ ପହଞ୍ଚି ସେମାନଙ୍କୁ ଖାଦ୍ୟ ପୁଡିଆ ବାଣ୍ଟିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.