କରୋନା ମୁକାବିଲା ପାଇଁ ସାଂସଦ ଅନୁଭବ ମହାନ୍ତି ଦେଲେ ୧ କୋଟି ୫ ଲକ୍ଷ ଟଙ୍କାର ସହାୟତା

ଭୁବନେଶ୍ବର: କରୋନା ମୁକାବିଲା ପାଇଁ ସାଂସଦ ଅନୁଭବ ମହାନ୍ତି ୧ କୋଟି ୫ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରିଛନ୍ତି। କେନ୍ଦ୍ରପଡା ଜିଲ୍ଲା ପାଇଁ ୭୫ ଲକ୍ଷର ଟଙ୍କା ଖର୍ଚ୍ଚ ହେବ । ସେହିପରି କେନ୍ଦ୍ରାପଡା ସଂସଦୀୟ କ୍ଷେତ୍ରରେ ଆସୁଥିବା କଟକ ଜିଲ୍ଲାର ନିର୍ବାଚନ ମଣ୍ଡଳୀ ପାଇଁ  ୩୦ ଲକ୍ଷ ଟଙ୍କା ଖର୍ଚ୍ଚ ହେବ ବୋଲି ସେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.