କରୋନା ଭାଇରସ ପାଇଁ ବ୍ୟବହୃତ ମାସ୍କ ହୋଇପାରେ ଆପଣଙ୍କ ଶରୀରପାଇଁ ଘାତକ, ଜାଣନ୍ତୁ
କରୋନା ଭାଇରସର ଦ୍ୱିତୀୟ ଲହରୀ ପ୍ରଥମଠୁ ବି ବେଶ ଭୟଙ୍କର ବୋଲି କୁହାଯାଉଛି। ଏଥିରୁ ନିଜକୁ ସୁରକ୍ଷିତ ରଖିବା ପାଇଁ ସତର୍କ ରହିବା ଆବଶ୍ୟକ। କରୋନାରୁ ସୁରକ୍ଷିତ ରହିବା ପାଇଁ ମାସ୍କ, ସାନିଟାଇଜର ଓ ସାମଜିକ ଦୂରତା ବଜାୟ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଏବେବି କିଛି ଅମାନିଆ ଅଛନ୍ତି…