Browsing Tag

coronavirus update

ରାଜ୍ଯରେ ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ବର: ରାଜ୍ଯରେ ଆଉ ୩୦ କରୋନା ଆକ୍ରାନ୍ତ ସୁସ୍ଥ। ଗଞ୍ଜାମରୁ ୨୦,କେନ୍ଦ୍ରାପଡାରୁ ୫,ବାଲେଶ୍ବର ଏବଂ ଭଦ୍ରକରୁ ୨-୨ ଏବଂ ନୟାଗଡରୁ ଜଣେ କରୋନା ଆକ୍ରାନ୍ତ ସୁସ୍ଥ । ଏନେଇ ସ୍ବାସ୍ଥ୍ଯ ଓ ପରିବାର କଲ୍ଯାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୩୦୭…

ଦେଶରେ ୭୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଗତ ୨୪ ଘଣ୍ଟାରେ ୮୭ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ଦେଶରେ ୭୦ ହଜାର ଟପିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ମୋଟ୍‌ ୭୦ ହଜାର ୭୫୬ ଜଣ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ୮୭ ଜଣଙ୍କ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌ । ସେହିପରି ୩ହଜାର ୬୦୪ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ଆକ୍ଟିଭ୍‌ କେସ୍‌ ରହିଛି ୪୬ ହଜାର ୮…

ଆଠଗଡ ତିଗିରିଆରେ ଆଜି ୧୨ ଘଣ୍ଟିଆ ସଟ୍‌ଡାଉନ୍, ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକଣା ଜାରି

 ଆଠଗଡ : କଟକ ଆଠଗଡ ତିଗିରିଆରେ ୧୨ ଘଣ୍ଟିଆ ସଟ୍‌ଡାଉନ୍‌ । ଆଜି ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ କଟକଣା ଜାରି କରାଯାଇଛି। ଭୋଗଡ଼ା, ନୂଆପଟଣା ଓ ଜେମାଦେଇପୁରରେ ୨୪ ଘଣ୍ଟିଆ ସଟ୍‌ଡାଉନ୍‌ ଘୋଷଣା ହୋଇଛି। ଏହି ସମୟରେ ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି। ସ୍ଥାନୀୟ ଅଞ୍ଚଳରେ ସମସ୍ତ…

ରେଳ ଷ୍ଟେସନ୍‌ରେ ଟ୍ରେନ୍‌ ବଗିରେ ହେବ କୋଭିଡ୍‌ ହସ୍ପିଟାଲ, ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି…

ଭୁବନେଶ୍ବର: ରେଳ ଷ୍ଟେସନ୍‌ରେ ଟ୍ରେନ୍‌ ବଗିରେ ହେବ କୋଭିଡ୍‌ ହସ୍ପିଟାଲ । ଏନେଇ ସବୁ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ । ସାରା ଦେଶରେ ୨୧୫ଟି ଷ୍ଟେସନ୍‌କୁ ଏଥିପାଇଁ ଚିହ୍ନଟ କରାଯାଇଛି । ଏଥିରେ ରହିଛି ଓଡ଼ିଶାର ୯ଟି ରେଳ ଷ୍ଟେସନ । ଖୋର୍ଦ୍ଧା,…

ରାଜ୍ୟରେ କରୋନାରୁ ଆଉ ଜଣେ ଆକ୍ରାନ୍ତ ସୁସ୍ଥ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ମିଳିଲା ସୂଚନା

ଭୁବନେଶ୍ୱର: ରାଜ୍ୟରେ କରୋନାରୁ ଆଉ ଜଣେ ଆକ୍ରାନ୍ତ ସୁସ୍ଥ । ଭୁବନେଶ୍ୱରର ଆଉ ଜଣେ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ନମୁନା ଟେଷ୍ଟିଂ ନେଗେଟିଭ୍‌ ପରେ ଡିସ୍‌ଚାର୍ଜ ହୋଇଛନ୍ତି। ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି ମୋଟ୍‌ ୬୨ ଜଣ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏ ନେଇ ସୂଚନା…

୨୪ ଘଣ୍ଟା ଭିତରେ ଭାରତରେ ୨୫୫୩ ଜଣ କରୋନା ସଂକ୍ରମିତ, ମୃତ୍ୟୁ ସଂଖ୍ୟା ୧୩୭୩ରେ ପହଁଞ୍ଚିଛି

ନୂଆଦିଲ୍ଲୀ: ଭାରତରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୨୫୫୩ ଜଣ କରୋନା ସଂକ୍ରମିତ ହୋଇଛନ୍ତି । ୭୨ ଜଣଙ୍କ ଜୀବନ ନେଇଛି ଭାଇରସ୍‌ । ବର୍ତ୍ତମାନ ସୁଦ୍ଧା ୧୩୭୩ ଜୀବନ ନେଲାଣି ମାରାତ୍ମକ ଭାଇରସ୍‌ । ୪୨ ହଜାର ୫୩୩ ଆକ୍ରାନ୍ତ ହୋଇଥିବା ବେଳେ ୧୧ହଜାର ୭୦୭ଜଣ ଆରୋଗ୍ୟ ହୋଇଛନ୍ତି ।…

୨୧୦ ଦେଶରେ ରାଜ୍‌ କରୁଛିି ଘାତକ ଭାଇରସ୍‌: ଏପର୍ଯ୍ୟନ୍ତ ୩୨.୨୦ ଲକ୍ଷ ଲୋକ ଆକ୍ରାନ୍ତ, ଗଲାଣି ୨ ଲକ୍ଷ ୨୮ ହଜାର…

ନୂଆଦିଲ୍ଲୀ: ମହାମାରୀ କରୋନାକୁ ନେଇ ସାରା ବିଶ୍ୱରେ କୋକୁଆ ଭୟ । ପ୍ରତିଦିନ ହଜାର ହଜାର ମୁଣ୍ଡ ନେଉଛି କରୋନା । ହୁହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । ୨୧୦ ଦେଶରେ ରାଜ୍‌ କରୁଛିି ଘାତକ ଭାଇରସ୍‌ । ସାରା ବିଶ୍ୱରେ ଏପର୍ଯ୍ୟନ୍ତ ୩୨.୨୦ ଲକ୍ଷ ଲୋକ ଆକ୍ରାନ୍ତ ହୋଇସାରିଲେଣି । ମୋଟ ୨…

ଭାରତରେ ୨୭ଟି ରାଜ୍ୟକୁ କବଳିତ କଲା କରୋନା, ଗୋଟିଏ ଦିନରେ ପ୍ରାୟ ଦେଢ ଶହ ମାମଲା

ନୂଆଦିଲ୍ଲୀ : ସାରା ବିଶ୍ୱ ଭଳି ଭାରତରେ ମଧ୍ୟ କରୋନା ଭାଇରସ୍‌ର ସଂକ୍ରମଣ ବ୍ୟାପକ ହେବାରେ ଲାଗିଛି। ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ବର୍ତ୍ତମାନ ୨୭ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ କବଳିତ କରି ସାରିଲାଣି କରୋନା। ଗୋଟିଏ ଦିନରେ ପ୍ରାୟ ଦେଢ ଶହ ମାମଲା ସାମ୍ନାକୁ ଆସିଛି। ସୂଚନା…