Browsing Tag

coronil tablet

ଭୂଟାନ ପରେ ଏବେ ନେପାଳରେ କୋରୋନିଲର ବ୍ୟବହାର ଉପରେ ଲାଗିଲା ରୋକ

କରୋନାକୁ ହରେଇବା ପାଇଁ ବାବା ରାମଦେବଙ୍କ କମ୍ପାନୀ ପତଞ୍ଜଳି ଦ୍ୱାରା ନିର୍ମିତ କୋରୋନିଲ କିଟର ବ୍ୟବହାର ଉପରେ ନେପାଳ ତରଫରୁ ଲାଗିଛି ରୋକ । ଯୋଗଗୁରୁ ବାବା ରାମଦେବ ନେପାଳକୁ ଉପହାର ଆକାରରେ କୋରୋନିଲ କିଟ ପଠାଇଥିଲେ । କିନ୍ତୁ ଏହାକୁ ବ୍ୟବହାର କରିବା ପାଇଁ ନେପାଳ ସରକାର ମନା କରିଛନ୍ତି ।…

ବାବା ରାମଦେବ ଲଞ୍ଚ କଲେ କରୋନା ଔଷଧ ‘କରୋନିଲ୍’, WHO ପକ୍ଷରୁ ମିଳିଛି ଅନୁମତି

ଯୋଗଗୁରୁ ବାବା ରାମଦେବ କରୋନା ମହାମାରୀ ବିରୋଧରେ ଲଢେଇ କରିବାକୁ ଆଉ ଏକ ଔଷଧ ଲଞ୍ଚ କରିଛନ୍ତି। ନୂଆ ଔଷଧ ଲଞ୍ଚ ସମୟରେ କେନ୍ଦ୍ରୀ ସ୍ବାସ୍ଥ୍ଯମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏବଂ କେନ୍ଦ୍ର ମନ୍ତ୍ରୀ ନିତୀନ ଗଡକାରୀ ମଧ୍ୟ ଉପସ୍ଥିତ ରହିଥିଲେ। ଏହି ନୂଆ ଔଷଧର ନାମ କରୋନିଲ ରହିଛି। ଏଥିସହ ବାବା…

ଶେଷ ହେଲା ‘କୋରୋନିଲ୍‌’ ବିବାଦ, ଆୟୁଷ ମନ୍ତ୍ରଣାଳୟର ଅନୁମତି ପରେ ଏବେ ଷ୍ଟୋରରେ ମିଳିବ ଏହି କୋଭିଡ୍‌ ମ୍ୟାନେଜମେଣ୍ଟ…

ପତଞ୍ଜଳି ଦ୍ୱାରା ପ୍ରସ୍ତୁତ ମେଡିସିନ୍‌ କୋରୋନିଲ୍‌କୁ ନେଇ ସମସ୍ତ ବିବାଦର ଅନ୍ତ ଘଟିଛି। ଆୟୁଷ ମନ୍ତ୍ରଣାଳୟ ତରଫରୁ ପଠାଯାଇଥିବା ନୋଟିସ୍‌ର ଉତ୍ତର ପତଞ୍ଜଳି ତରଫରୁ ଦିଆଯିବା ପରେ ଏବେ କୋରୋନିଲର ବିକ୍ରି ପଥ ପରିଷ୍କାର ହୋଇଛି। ଖୁବ୍‌ଶୀଘ୍ର ଏହି ଔଷଧ ମେଡିସିନ୍‌ ଷ୍ଟୋରରେ ଉପଲବ୍ଧ ହେବ ବୋଲି…

ପତଞ୍ଜଳି ଲଞ୍ଚ୍‌ କଲା ‘କୋରୋନିଲ’, ମାତ୍ର ୭ ଦିନରେ ଶତ ପ୍ରତିଶତ କରୋନା ରୋଗୀ ସୁସ୍ଥ ହୋଇଥିବା ଦାବି

ସାରା ବିଶ୍ୱ ଏବେ କରୋନା ସହ ଲଢ଼ୁଥିବା ବେଳେ ଯୋଗଗୁରୁ ସ୍ୱାମୀ ରାମଦେବ ଭାଇରସ୍‌ର ଆତଙ୍କ ଶେଷ କରିବାକୁ ଏକ ଆଶାର କିରଣ ଦେଖାଇଛନ୍ତି। ଏବେ ଯାଏଁ ବୈଜ୍ଞାନିକମାନେ କରୋନାର ଟୀକା ବାହାର କରିପାରିନଥିବା ବେଳେ ରାମଦେବ ଆୟୁର୍ବେଦିକ ଔଷଧ’କେରୋନିଲ’ ତିଆରି କରିଛନ୍ତି। ଏହି ଔଷଧ ମାତ୍ର ୧୪ ଦିନ…