ଦୁନିଆରେ ଏସବୁ ସ୍ଥାନରେ ନାହିଁ ରେଲୱେ ଟ୍ରାକ
ଆଜିର ଆଧୁନିକ ବିଜ୍ଞାନ ଯୁଗରେ ବିଶ୍ୱର ଏପରି ଅନେକ ଦେଶ ଅଛି ଯେଉଁଠାରେ ବର୍ତ୍ତମାନ ସମୟରେ କୌଣସି ରେଳ ସୁବିଧା ଉପଲବ୍ଧ ନାହିଁ। ହେଲେ ସେହି ଦେଶର ନାଗରିକ କିପରି ଦୀର୍ଘ ଦୂରତା ଯାତ୍ରା କରନ୍ତି ସେ ସମ୍ପର୍କରେ ଆମେ ଆପଣଙ୍କୁ ଆଜି କହିବୁ ।
-ଦୁନିଆରେ ଟ୍ରେନ୍ ନେଟୱାର୍କ ବିନା ଅନେକ ଦେଶ…