Below header
Browsing Tag

covid death cases

ବିଶ୍ୱବ୍ୟାପୀ ଗତ ୨୪ ଘଣ୍ଟାରେ ୧୫ ଲକ୍ଷରୁ ଅଧିକ ସଂକ୍ରମିତ, ତ୍ରାହିତ୍ରାହି ଡାକୁଛି ଆମେରିକା ଓ ୟୁରୋପ

କେନ୍ଯୁଜ୍: କ୍ରମାଗତ ତୃତୀୟ ଦିନ ପାଇଁ ବିଶ୍ୱରେ ୧୦ ଲକ୍ଷରୁ ଅଧିକ ମାମଲା । ଗତ ୨୪ ଘଣ୍ଟାରେ ବିଶ୍ୱବ୍ୟାପୀ ୧୫ ଲକ୍ଷ ୯୧ ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଓମିକ୍ରନ୍‌ ବ୍ୟାପିବା ସହ ଆମେରିକା ଓ ୟୁରୋପର ଅନେକ ଦେଶରେ ଦୈନିକ ସଂକ୍ରମଣ ରେକର୍ଡ କରିଛି । ଆମେରିକାରେ ଗତ ୨୪ ଘଣ୍ଟାରେ ୪…

କରୋନାରେ ସିଙ୍ଗର ଅରିଜିତ ସିଂଙ୍କ ମାଆଙ୍କ ମୃତ୍ୟୁ

କୋଭିଡ ମହାମାରୀରେ ଅନେକ ଲୋକ ମୃତ୍ୟୁ ବରଣ କଲେଣି । ରାଜନେତାଠୁ ଆରମ୍ଭ କରି ଅଭିନେତା କାହାରି ପରିବାରକୁ ଏ ମହାମାରୀ ଛାଡୁନି। ସମସ୍ତଙ୍କୁ ଗ୍ରାସ କରୁଛି । ଏବେ ଆଉ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି । ମନୋରଞ୍ଜନ ଜଗତର ସବୁଠୁ ପ୍ର୍ରସିଦ୍ଧ କଣ୍ଠଶିଳ୍ପୀ ଅରିଜିତ ସିଂଙ୍କ ମାଆଙ୍କ ନିଧନ ହୋଇଛି…

ରାଜ୍ୟରେ ରେକର୍ଡ କରୁଛି ଦୈନିକ ସଂକ୍ରମଣ: ୨୪ ଘଣ୍ଟାରେ ଆଉ ୬ ହଜାର ୬୪୭ ପଜିଟିଭ୍‌ ଚିହ୍ନଟ, ୮ମୃତ

ଭୁବନେଶ୍ବର: ରାଜ୍ୟରେ ରେକର୍ଡ କରୁଛି ଦୈନିକ ସଂକ୍ରମଣ। ଲଗାତର ତୃତୀୟ ଦିନ ଦୈନିକ ସଂକ୍ରମଣ ୬ ହଜାରରୁ ଅଧିକ ରହିଛି । ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୬ ହଜାର ୬୪୭ ପଜିଟିଭ୍‌ । ଆଉ ୮ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ । ୧୧ ରେଡ୍‌ ଜୋନ୍‌ ଜିଲ୍ଲା ଉପରେ ସଂକ୍ରମଣ ଉପରେ ରୋକ୍‌ ଲାଗୁନି।…