Below header
Browsing Tag

covid hospital

ନୟାଗଡ଼: ଲୋକାର୍ପିତ ହେଲା ଚାନ୍ଦପୁର ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲ

ଟାଙ୍ଗି (କେନ୍ୟୁଜ): ଲୋକାର୍ପିତ ହେଲା ନୟାଗଡ଼ ଜିଲ୍ଲା ଚାନ୍ଦପୁର ବସନ୍ତମଞ୍ଜରୀ ସ୍ୱାସ୍ଥ୍ୟ ନିବାସରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ୧୦୦ ଶଯ୍ୟା ବିଶିଷ୍ଟ କୋଭିଡି ହସ୍ପିଟାଲ। ଜିଲ୍ଲାପାଳ ପୋମା ଟୁଡୁ ଏହାକୁ ଲୋକାର୍ପିତ କରିଛନ୍ତି । ଏହି ସ୍ୱତନ୍ତ୍ର କୋଭିଡ୍ ହସ୍ପିଟାଲରେ ନୟାଗଡ଼…

କଳାହାଣ୍ଡିରେ 5-T ସଚିବ ଭି.କେ ପାଣ୍ଡିଆନ୍‌, ଆରମ୍ଭ ହେବାକୁ ଥିବା କୋଭିଡ୍‌ ହସ୍ପିଟାଲ କାମର କଲେ ସମୀକ୍ଷା

କଳାହାଣ୍ଡି: କଳାହାଣ୍ଡିରେ 5-T ସଚିବ ଭି.କେ ପାଣ୍ଡିଆନ୍‌ । କଳାହାଣ୍ଡିରେ ଆରମ୍ଭ ହେବାକୁ ଥିବା କୋଭିଡ୍‌ ହସ୍ପିଟାଲ କାମର ତଦାରଖ କରିଛନ୍ତି । 5-T ସଚିବଙ୍କ ସହ ଉନ୍ନୟନ କମିଶନର ସୁରେଶ ମହାପାତ୍ର ମଧ୍ୟ କୋଭିଡ୍‌ ହସ୍ପିଟାଲ ପରିଦର୍ଶନ କରିଛନ୍ତି । ଖୁବ୍‌ ଶୀଘ୍ର କଳାହାଣ୍ଡିରେ କୋଭିଡ୍‌…

ଝାରସୁଗୁଡ଼ାରେ ପ୍ରତିଷ୍ଠା ହେବ କୋଭିଡ଼-୧୯ ହସ୍ପିଟାଲ, ଯୁଦ୍ଧକାଳୀନ ଭିତ୍ତିରେ କରାଯିବ ନିର୍ମାଣ

ଝାରସୁଗୁଡ଼ା : ଝାରସୁଗୁଡ଼ାରେ କୋଭିଡ୍‌-୧୯ ହସ୍ପିଟାଲ ପ୍ରତିଷ୍ଠା ନେଇ ଜିଲ୍ଲା ପ୍ରଶାସନ ଓ ଭୁବନେଶ୍ୱରରେ ହାଇଟେକ୍‌ ମେଡିକାଲ କଲେଜ ମଧ୍ୟରେ ସଂପର୍କରେ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଝାରସୁଗୁଡ଼ା ଜିଲ୍ଲାପାଳ। ଏହି କୋଭିଡ୍‌ ହସ୍ପିଟାଲ ପାଇଁ…

କେନ୍ଦୁଝର : ଟାଟା ଷ୍ଟିଲ ସହାୟତାରେ ଯୋଡାରେ ଖୋଲିଲା ୫୦ଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ

କେନ୍ଦୁଝର: କରୋନା ସଂକ୍ରମଣରେ ସମଗ୍ର ବିଶ୍ୱ ଆତଙ୍କିତ ହୋଇରହିଛିି। କେନ୍ଦୁଝର ଜିଲ୍ଲାରେ ପ୍ରାୟ ୨ଶହ ନମୁନା ପରୀକ୍ଷା କରାଯାଇଥିବା ବେଳେ ସମସ୍ତ ରିପୋର୍ଟ ନେଗେଟିଭ୍‌ ରହିଛି । ରାଜ୍ୟର ବିଭିନ୍ନ ଜିଲ୍ଲାରେ ଯୁଦ୍ଧକାଳୀନ ଭିତ୍ତିରେ କୋଭିଡ ହସ୍ପିଟାଲ ଖୋଲାଯାଉଛି । ତେବେ କେନ୍ଦୁଝର ଜିଲ୍ଲା…

ଗଜପତି ଜିଲ୍ଲାରେ ଉଦଘାଟନ ହେଲା ସ୍ୱତନ୍ତ୍ର କୋଭିଡ଼-୧୯ ଡାକ୍ତରଖାନା, ଜିଲ୍ଲାପାଳ କଲେ ଉଦଘାଟନ

ଗଜପତି(କେନ୍ୟୁଜ): କରୋନା ମୁକାବିଲା ପାଇଁ ଗଜପତି ଜିଲ୍ଲାରେ ସ୍ୱତନ୍ତ୍ର କୋଭିଡ଼-୧୯ ଡାକ୍ତରଖାନା କରାଯାଇଛି ଉଦଘାଟନ। ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ବିଭିନ୍ନ ଜିଲ୍ଲାରେ କୋଭିଡ଼-୧୯ ହେଲଥ ସେଣ୍ଟର ଖୋଲାଯିବା ଭଳି ଗଜପତିରେ ମଧ୍ୟ ଏକ କୋଭିଡ଼ ହେଲଥ ସେଣ୍ଟର ନିର୍ମାଣ କରାଯାଇଛି। ଗଜପତି…

ବଲାଙ୍ଗିରରେ ହେବ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ୍‌

ବଲାଙ୍ଗିର : ବଲାଙ୍ଗିରରେ ହେବ ୨ ଶହ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍ପିଟାଲ୍‌ । ଏନେଇ ଆଜି ବଲାଙ୍ଗିର କିସ୍‌ କ୍ୟାମ୍ପସ୍‌ ପରିସରରେ ତ୍ରିପାକ୍ଷିକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଭୁବନେଶ୍ୱର, ଓଡ଼ିଶା ମାଇନିଂ କର୍ପୋରେସନ୍‌ ଓ…

କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ ମେଡିକାଲ୍‌ ସାଇନସେସ୍‌, କିମ୍‌ସରେ ଉଦ୍‌ଘାଟିତ ହେଲା ରାଜ୍ୟ ଓ ଦେଶର ପ୍ରଥମ କୋଭିଡ୍‌…

ଭୁବନେଶ୍ୱର (କେ ନ୍ୟୁଜ୍‌) : କରୋନା ମୁକାବିଲା କ୍ଷେତ୍ରରେ ଆଗକୁ ବଢିଲା ଓଡ଼ିଶା। ଭୁବନେଶ୍ୱର କିମ୍‌ସ ହସପିଟାଲ ପରିସରରେ ଆଜି ଉଦ୍‌ଘାଟିତ ହୋଇଛି ରାଜ୍ୟ ତଥା ଦେଶର ପ୍ରଥମ କୋଭିଡ୍‌ ହସ୍‌ପିଟାଲ । କିଛି ସମୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍‌ସିଂ ଜରିଆରେ ଏହି…