କେବଳ ପାଞ୍ଚଦିନ ମୋଲନୁପିରାଭିର ସେବନ କୋଭିଡ଼କୁ ଦେବ ମାତ୍, ଘରେ ରହି କରିହେବ ଚିକିତ୍ସା
କେନ୍ୟୁଜ୍(ବ୍ୟୁରୋ):କୋଭିଡ୍ ମୁକାବିଲାରେ ଗେମ୍ ଚେଞ୍ଜର ହେବ କୋଭିଡ୍ ବଟିକା, ମୋଲନୁପିରାଭିର। ଏସିଆ ମହାଦେଶର ବିଭିନ୍ନ ଦେଶ ଏହି ବଟିକା ପାଇବାକୁ ଅର୍ଡର ଦେବା ଆରମ୍ଭ କରି ସାରିଲେଣି। ଆମେରିକୀୟ କମ୍ପାନୀ ମର୍କ ଆଣ୍ଡ କୋ ମୋଲନୁପିରାଭିର ନିର୍ମାଣ କରିଛି। ମୋଲ୍ନୁପିରାଭିରର…